Thursday , August 18 2022
Breaking News

Recent Posts

ପ୍ରଶାସନିକ ଉଦାସିନତାରୁ ହୋଇପାରୁନି ଗୋରଖନାଥ ପୀଠର ଉନ୍ନତି

ରଘୁନାଥପୁର ,୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରା ଗ୍ରାମସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପୀଠ । ଠାକୁରଙ୍କ ଅପାର ଶକ୍ତି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧା ବର୍ଷ ତମାମ ଏଠାରେ ଭକ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥିବାବେଳେ ପର୍ବ ପର୍ବାଣୀରେ ବହୁଗୁଣିତ ହୋଇଥାଏ । ଜିଲା ଭିତରକୁ ଆସୁଥିବା ପର୍ଯ୍ୟଟକମାନେ ଗୋରଖନାଥ ପୀଠ ଦର୍ଶନ ନକରି ଫେରନ୍ତି ନାହିଁ …

Read More »

ମୃତ୍ୟୁ ଏମିତି ବି ଆସେ

ଗରଦପୁର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଆଲୋଚନାର ବିଷୟ ହୋଇଛି – ମୃତ୍ୟୁ ଏମିତି ବି ଆସେ । ଗରଦପୁର ବ୍ଲକ୍ ପନ୍ଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି , ସତେ ଯେମିତି ଶୂନ୍ୟରୁ ମୃତ୍ୟୁ ଖସିଲା । ପନ୍ଦିଆ ଗ୍ରାମବାସୀଙ୍କ ସୂଚନା ଅନୁସାରେ ଗ୍ରାମର ମମତା ମଲ୍ଲିକ(୩୬) ନିକଟସ୍ଥ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଉଥିଲେ । ହଠାତ୍ ରାସ୍ତା କଡରେ ଥିବା ଏକ ଚାକୁଣ୍ଡା ଗଛରୁ …

Read More »

କାର୍ତିକ ମିଳନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଗରଦପୁର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ୧୨ ତାରିଖ କାର୍ତିକ ପୂର୍ଣ୍ଣିମା ଅବସରରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ତିକ ମିଳନ ଉତ୍ସବ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି କଳାବୁଦାସ୍ଥିତ ଶ୍ରଦ୍ଧାଂଜଳୀ କୁଟୀରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟକୁରା ସାରସ୍ୱତ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବର ପ୍ରସ୍ତୁତି …

Read More »