Wednesday , September 28 2022
Breaking News

Recent Posts

କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସୁପରିଚାଳନା ପାଇଁ ତୁରନ୍ତ ପରିଚାଳନାମଣ୍ଡଳି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

କେନ୍ଦ୍ରାପଡା, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସୁପରିଚାଳନା ନିମନ୍ତେ ତୁରନ୍ତ ଏକ ପରିଚାଳନା ପରିଷଦ ଗଠନ କରିବାକୁ ବ୍ୟାଙ୍କର ପ୍ରାକ୍ତନ ପରିଚାଳନା ମଣ୍ଡଳିର ନିର୍ଦେଶକ ଓ ଅଂଶୀଦାରମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି । କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଗତ ୧୯୮୬ମସିହାରେ ସ୍ଥାପିତ ହୋଇଥିବା ବେଳେ ୧୯୮୮ମସିହା ଫେବୃୟାରୀମାସ ୨୪ତାରିଖରୁ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରଥମେ ୫୨୩ଜଣ ସଦସ୍ୟଙ୍କୁ ନେଇ ୫୭ହଜାର ଟଙ୍କା ଜମାରାଶିରେ ଜଣାଶୁଣା ବରିଷ୍ଠ ଆଇନଜୀବି ତଥା ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ …

Read More »

ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍କୁ ୫୯ତମ ଏବିସିଆଇ ଆୱାର୍ଡରେ ଦୁଇଟି ପୁରସ୍କାର ପ୍ରଦାନ

ଭୁବନେଶ୍ୱର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ କରୁଥିବା ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜନେସ କୁ ସମ୍ପ୍ରତି ଅନୁଷ୍ଠିତ ହୋଇଥିବା ବିଜ୍ନେସ୍ କମୁ୍ୟନିକେଟର ଇନ୍ ଇଣ୍ଡିଆ(ଏବିସିଆଇ) ଆୱାର୍ଡ-୨୦୨୦ରେ ଖ୍ୟାତି ସମ୍ପନ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍ନେସ୍ କୁ ସାମାଜିକ ଦାୟିତ୍ୱ କମୁ୍ୟନିକେଶନ ବର୍ଗରେ ‘ପିଆର୍ କ୍ୟାମ୍ପେନ୍ ଫର୍ ରିଭାଇଭିଂ ଡୋକ୍ରା ଆର୍ଟ’ ପାଇଁ ବ୍ରୋଞ୍ଜ୍ ଆୱାର୍ଡ ପ୍ରଦାନ କରାଯାଇଛି । ଭାରତର ଖ୍ୟାତିସମ୍ପନ୍ନ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତର ଅନ୍ୟତମ କମ୍ପାନୀ …

Read More »

ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଙ୍କ ଦେହାନ୍ତ

କଟକ,୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଙ୍କ ଦେହାନ୍ତ ହୋଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକପ ଘଟିଛି । ସେ ମଧ୍ୟ ପୂର୍ବରୁ କରୋନା ରେ ସଂଙ୍କ୍ରମିତ ହୋଇଥିଲେ । ଚା ଦୋକାନ କରି ସେ ବସ୍ତିର ପିଲା ମାନଙ୍କୁ ପାଠ ପଢ଼ାଉଥିଲେ । ତାଙ୍କ ର ଏହି କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନ ଜନକ ପଦ୍ମଶ୍ରୀ ସମ୍ମାନ …

Read More »