Friday , July 1 2022
Breaking News

Recent Posts

ମଦ ବ୍ୟବସାୟୀଙ୍କ ହାଜତ ମୃତୁ୍ୟ ଘଟଣା : ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ଲକ୍ଷ ଓ ପୁଲିସ କଲ୍ୟାଣ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା ପଟ୍ଟାମୁଣ୍ଡାଇ, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗ୍ରାମର ମଦ ବ୍ୟବସାୟୀ ସୁଶାନ୍ତ ବେହେରାଙ୍କୁ ଚୋରା ମଦ ବିକିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ପୁଲିସ ପକ୍ଷରୁ ଥାନାକୁ ଅଣାଯାଇଥିଲା । ଥାନାରେ ପହଂଚିବା ପରେ ସେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନା କୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ …

Read More »

ସଂକ୍ଷେପରେ ତାଜା ଖବର : କୁଲେଇଲୋ ହାଡ଼ ଭଙ୍ଗା ଚିକିତ୍ସାଳୟ ଉପରେ ସିରିଜ ବୋମା ମାଡ଼

ଆଠଗଡ଼,୨୦/୦୯/୨୦୧୯(ଓଡ଼ିଶା ସମାଚାର)- କୁଲେଇଲୋ ଠାରେ ଥିବା ହାଡ଼ ଭଙ୍ଗା ଚିକିତ୍ସରଳୟ ଉପରେ ସିରିଜ ବୋମା ମାଡ଼ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ ଟାରୁ ୩ ଟା ମଧ୍ୟରେ କୁଲେଇଲୋ ଠାରେ ଥିବା ହାଡ଼ ଭଙ୍ଗା ଚିକିତ୍ସରଳୟ ଅସ୍ଥି ଶଲ୍ୟ ସେବା ସଦନ ଉପରକୁ ସିରିଜ ବୋମା ମାଡ଼ ହୋଇଛି । ଏହି ଘଯଣା ପରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନେ ଭୟଭିତ …

Read More »

ଶୁଭସ୍ମିତାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ରାଜନଗର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ରାଜନଗର ବ୍ଲକ ହାତିନା ପଂଚାୟତ ପେଣ୍ଠ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କୁ ବିଧାୟକ ଧୃବ ସାହୁ ବିଦ୍ୟାଳୟରେ ପହଂଚି ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନା ପର୍ବରେ ବରିଷ୍ଠ ସାମ୍ବାଦିକ ଭାଷ୍କର ରାଉତରାୟ, ସରଂପଚ ଶ୍ରୀକାନ୍ତ କୁମାର ପ୍ରଧାନ, ସ୍ଥାନୀୟ ପ୍ରଧାନ ଶିକ୍ଷକ ତଥା ଶୁଭସ୍ମିତାଙ୍କ ପିତା ବିରଂଚିନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା …

Read More »