Tuesday , February 7 2023
Breaking News

Recent Posts

ନକଲି  ଔଷଧ ରାକେଟର ବିଚାର ବିଭାଗୀୟ ତଦନ୍ତ ଦାବି

କେନ୍ଦ୍ରାପଡ଼ା,୨୨/୦୬/୨୦୨୧(ଓଡ଼ିଶା ସମାଚାର)- ମହାମରୀରେ ଯେତେବେଳେ ଲୋକମାନେ ଭିତତ୍ରସ୍ତ । ରୋଗରେ ଅନେକ ମୃତୁ୍ୟ ବରଣ କରିଥିବା ବେଳେ ଜୀବନ ବଂଚାଇବାକୁ ଲୋକ ଜମିବାଡି, ସୁନା ପ୍ରଭୃତି ବିକ୍ରୀ କରି ସର୍ବସ୍ୱାନ୍ତ ହୋଇପଡିଛନ୍ତି । ବେଡି ଉପରେ କୋରଡା ମାଡ ସଦୃଶ ଲୋକମାନେ ବିଚଳିତ ହୋଇ ଆର୍ଥିକ  ଅନଗ୍ରସର ହେବା ସହିତ ସମ୍ପର୍କୀୟଙ୍କୁ ହରାଇ ନିଜର ମାନସିକ ଭାରସାମ୍ୟ ହରାଇ  କରୋନା ରୋଗିଙ୍କୁ ଛୁଇଁବାକୁ ଡରୁଛନ୍ତି । ଠିକ ସେତିକି ବେଳେ ଲକ୍ ଡାଉନ, ସଟ୍ ଡାଉନରେ ହଠାତ ଔଷଧ କିଣି ରୋଗୀଙ୍କୁ ଦେବା ବାଟରେ …

Read More »

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସତୁରୀ ଦଶକ ପା୍ରରମ୍ଭରେ ଅବସର ନେଇଥିବା ସ୍ୱର୍ଗତ ପରିଡା ନିଜ ଜନ୍ମମାଟି ଆଳି ବ୍ଲକର ଅଙ୍ଗାରଖ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ପ୍ରାକ୍ତନ ସାଂସଦ ଦିବଂଗତ ଶରତ ଦେବଙ୍କର ଅତ୍ୟନ୍ତ ପ୍ରିୟ ଥିଲେ । ପଦ ପଦବୀ ପାଇଁ ଆଦୌ ମୋହ ରଖିନଥିବା ସ୍ୱର୍ଗତ ପରିଡା ନିଜର ପୁଅକୁ ମଧ୍ୟ ଜନତାଦଳ ଓ …

Read More »

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କ.ନୂଆଗାଁ ବ୍ଲକ୍‌ ଚାଞ୍ଚେଡ଼ି ପଞ୍ଚାୟତରେ । ସୂଚନା ପ୍ରକାରେ କେରଳରୁ ଏକ ବସ୍‌ ଆସି ରାଇକିଆ, କ.ନୂଆଗାଁ, ବାଲିଗୁଡ଼ା, ଦାରିଙ୍ଗବାଡ଼ି ଆଦି ଅଞ୍ଚଳରୁ ଦାଦନ ଶ୍ରମିକ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଚାଞ୍ଚେଡ଼ି ଗ୍ରାମ ପଞ୍ଚାୟତର ସଲାଙ୍ଗିଆ ନିକଟରେ କମ୍‌ ବୟସର ପିଲାମାନଙ୍କୁ ଦାଦନ ଖଟାଇବାକୁ ନେଉଥିବା ନେଇ ଚାଞ୍ଚେଡ଼ି ସରପଞ୍ଚ …

Read More »