Tuesday , February 7 2023
Breaking News

Recent Posts

ଭୁବନରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଭୁବନ ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ଭୁବନରେ ତୃତୀୟାକୀୟୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ନୀତିକାନ୍ତି ସମାପନ କରାଯାଇ ଚତୁର୍ଦ୍ଧାମୂର୍ତି ଙ୍କୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ପରେ ୧୦୮ ଗରା ପବିତ୍ର ଜଳରେ ଶ୍ରୀଜୀୟୁ ଙ୍କୁ ସ୍ନାନ କରାଯାଇଥିଲା ।  ସବୁଠାରୁ ଉଲ୍ଲେଖେଯାଗ୍ୟ ବିଷୟ ସେବାୟତ ମାନେ ମଧ୍ୟ ମୁହଁରେ ମାସ୍କ ପିନ୍ଧି ଦୂରତା ରକ୍ଷା କରିଥିଲେ । ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ସାହୁ, ମୁଖ୍ୟ ସେବକ ରାମଚନ୍ଦ୍ର ରାଉତ,ଭବାନୀ ଶଙ୍କର ପୋଥାଳ,ଉପଦେଷ୍ଟା …

Read More »

କରୋନା କଟକଣା ଭିତରେ ସରିଲା ଶ୍ରୀଜିଉ ମାନଙ୍କ ସ୍ନାନ ପୂର୍ଣ୍ଣିମା : ଗଜାନନ ବେଶରେ ବିଜେ ହେଲେ ତିନି ଠାକୁର 

  ବାଲିଗୁଡା,୨୪/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଭକ୍ତ ଓ ଭଗବାନଙ୍କ ଭାବ ଓ ଭକ୍ତିର ସମ୍ପର୍କ ରହିଛି । ଏଭଳି ପବିତ୍ର ଦିନ ଗୁଡିକ ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର  ଅନେକ ଆଶା ନେଇ ଅପେକ୍ଷାରତ ଥାଆନ୍ତି । ତେବେ କରୋନା ମହାମାରୀ ଭଳି ଏକ ବ୍ୟାଧିରେ ସମସ୍ତେ ଉଣା ଅଧିକେ ଜଡ଼ିତ ହୋଇଥିବା ବେଳେ ସରକାରୀ ନିୟମ ପ୍ରତି ଦୃଷ୍ଟି ଦେଇ ସବୁ କାର୍ଯ୍ୟ ଭକ୍ତଙ୍କ ବିନା ସମ୍ପନ୍ନ ହେଉଛି ।କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ …

Read More »

ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା

କଟକ ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସରସ୍ୱତ କଳା ପରିଷଦ କଳାବିହାର କନ୍ଦରପୁର କଟକ ଜିଲ୍ଲାର ବରେଣ୍ୟ ସମ୍ପାଦକ ନାଟ୍ୟକାର ଗୁରୁ ଅଶୋକ କୁମାର ପଟ୍ଟନାୟକଙ୍କୁ ତାଙ୍କ ୫୭ତମ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବାସହ ପରିଷଦ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ ଏବଂ ଏହି ବହୁ ପ୍ରତିଭା ସମ୍ପନ୍ନ ସାରସ୍ୱତ ପ୍ରତିଭାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି । ଓଡ଼ିଶା ସମାଚାର

Read More »