Thursday , January 20 2022
Breaking News

Recent Posts

ମହାନଦୀ ସଫେଇ ପାଇଁ ହେବ ସ୍ୱତନ୍ତ୍ର ଯୋଜନା

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-: ସଂସଦର  ମିଳିତ  ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ନିଜ ଅଭିଭାଷଣରେ ମହାନଦୀ ସଫେଇ ପ୍ରସଙ୍ଗ ଉଠାଇ ସମସ୍ତଙ୍କୁ ଚକିତ କରିଛନ୍ତି । ନମାମୀ  ଗଙ୍ଗା  ଯୋଜନା  ଭଳି  ମହାନଦୀ  ସଫେଇ ପାଇଁ   ପଦକ୍ଷେପ   ନିଆଯିବ   ବୋଲି   ରାଷ୍ଟ୍ରପତି କହିଛନ୍ତି । ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର  ପଦକ୍ଷେପ  ନିଆଯିବ ।  କେବଳ  ମହାନଦୀ ନୁହଁ …

Read More »

ଟିଟୋର କ୍ରାଇମ ସାମ୍ରାଜ୍ୟ ର ଚେର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର କ୍ରାଇମ ନେଟୱାର୍କର ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଂଚର ଏସଟିଏଫ ଟିମ ଟିଟୋ ଅପରାଧ ସାମ୍ରାଜ୍ୟର ଖୋଳତାଡ଼ କରୁଥିବା ବେଳେ ଏହା ବଂଲାଦେଶ ଯାଏ ଲମ୍ବିଥିବା ଜାଣିବାକୁ ପାଇଛି । ଏଥିସହିତ ଟିଟୋ ଆଣ୍ଡ କୋ ମିଆଁମାର ଭାୟା ବାଂଲାଦେଶ ଦେଇ ଓଡ଼ିଶାକୁ ଚୋରା ସୁନା ଚାଲାଣ କରୁଥିବା ନେଇ ଏସ୍ଟିଏଫ ସ୍ପଷ୍ଟ ହୋଇଛି । …

Read More »

ଜମି ହଡପ ମାମଲାରେ ଟିଟୋର ଭାଇ ଓ ଷଡୁଙ୍କୁ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-୨୦୧୯-୨୦  ବହୁ ଚର୍ଚ୍ଚିତ  ସୟଦ୍  ଉସ୍ମାନ୍  ଅଲ୍ଲି  ଓରଫ୍ ଟିଟୋର କଳା ସାମ୍ରାଜ୍ୟ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଥିବା କ୍ରାଇମ୍ ବ୍ରାଂଚର ଏସ୍ଟିଏଫ୍  ଟିମ୍  ଗୁରୁବାର  ଟିଟୋର ଭାଇ  ଜି.  ବାବୁ  ଓରଫ୍  ସୟଦ୍ ଆସଫାକ୍ ଅଲ୍ଲୀ ଚିତୋ ଓରଫ ସୟଦ୍ ଇଫତେଖାର୍  ଅଲ୍ଲି ଓ ଷଡୁ ମୁନା ଓରଫ ଅମଜାଦ୍  ଖାଁଙ୍କୁ  କୋର୍ଟ  ଚାଲାଣ କରିଥିବା  ଜଣାପଡିଛି ।  ୨୦୧୮ ମସିହା ଜୁଲାଇ ମାସରେ …

Read More »