Wednesday , January 19 2022
Breaking News

Recent Posts

ପୋସ୍କୋ ପରେ ଏବେ ଜେଏସଡବ୍ଳ୍ୟୁ କମ୍ପାନୀକୁ ବିରୋଧ

ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ବିରୋଧ କଲେ ଏରସମା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମବାସୀ । ପ୍ରସ୍ତାବିତ ପୋସ୍କୋ ଅଂଚଳରେ ଜେଏସ୍ଡବ୍ଳ୍ୟୁ କମ୍ପାନୀ ତାର ସର୍ଭେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହାକୁ ତିବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ବିଗତ ଦିନରେ ପୋସ୍କୋ କମ୍ପାନୀ ପାଇଁ ନିଜର ପାନ ବରଜ ଠାରୁ ଆରମ୍ଭ କରି କାଜୁ ଗଛ ଏପରିକି ଅନେକ ଭିଟାମାଟି ମଧ୍ୟ ହରାଇଛନ୍ତି । ଏମିତିକି ଏବେବି …

Read More »

ଏରସମା ଶ୍ରଳ୍ପାଂଚଳ ଶ୍ର୍ରମିକ ସଙ୍ଘ ପକ୍ଷରୁ ପାରାଦ୍ୱୀପ ତୈଳବିଶୋଧନାଗାର ନିକଟର କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ଏରସମା ଶିଳ୍ପାଂଚଳ ଶ୍ରମିକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ପାରାଦ୍ୱୀପ ତୈଳବିଶୋଧନାଗାର ନିକଟରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଶ୍ରମିକ । ତେବେ ପୂର୍ବରୁ ଅନେକ ଥର ଶ୍ରମିକ ମାନେ ନିଜରର ନ୍ୟାଯ୍ୟ ଦାବି ନଇ କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ଦେଇ ଆସିଥିଲା ବେଳେ ଗତ ମେଁ ମାସ ୯ ତାରିଖରେ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କ ବକେୟା ଦରମା ଗତ ଜୁନ୍ …

Read More »

ପାଟକୁରାରେ ଭୋଟରଙ୍କୁ ଭୟଭିତ କରିବା ପାଇଁ ବିଜେପି ସମର୍ଥକଙ୍କୁ ଗୁଳିମାଡ କରାଯାଇଛି- ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ

କେନ୍ଦ୍ରାପଡା ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ପାଟକୁରା ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ଭୟଭିତ କରିବା ଉଦେଶ୍ୟରେ କେନ୍ଦ୍ରାପଡାରେ ଜଣେ ବିଜେପି ସମର୍ଥକଙ୍କୁ ଗୁଳିମାଡ କରାଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଟିତ ଏକ ପତ୍ରକାର ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ ବିଜୁ ପଟ୍ଟନାୟକ ଯେଉଁ ବିଜୟ ମହାପାତ୍ରଙ୍କୁ ଟିକି ବିଜୁ ବୋଲି …

Read More »