Monday , November 29 2021
Breaking News

Recent Posts

ସଂକ୍ଷେପରେ ତାଜା ଖବର :  ପଶ୍ଚିମ ଓଡ଼ିଶାରେ ମୃଦୁ ଭୂମିକମ୍ପ

  ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମୃଦୁ ଭୁମିକମ୍ପ ର ଝଟକା ଅନୁଭୂତ ହୋଇଛି ।  ସମ୍ବଲପୁର, ଝାରସୁଗୁଡ଼ା, ରେଙ୍ଗାଲି, କୁଚିଣ୍ଡା, ବଣେଇ, ରାଉରକେଲା, ଦେବଗଡ଼ ଆଦି ସହରରେ ଅପରାହ୍ନ ପ୍ରାୟ ୫ଟା ୪୮ ରେ ମାତ୍ର ୨  ରୁ ୩  ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବାର ଖବର ହସ୍ତଗତ ହୋଇନାହିଁ …

Read More »

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ  ଆରମ୍ଭ

  ଭିଜନ୍ -୨୦୨୫ ଖୁବ୍ ଶୀଘ୍ର ,୧୦୦ ଦିନିଆ ଯୋଜନା. ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା–ସ୍ୱାସ୍ଥ୍ୟମନ୍ତ୍ରୀ   ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର/ପ୍ରଭାକର ସାହୁ)-ରାଜ୍ୟରେ ନୂତନ ସ୍ୱାସ୍ଥ୍ୟନୀତି ପ୍ର୍ବର୍ତନ ସହିତ ଖୁବ୍ଶୀଘ୍ର ଭିଜନ୍ – ୨୦୨୫ ଅନୁସାରେ ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ …

Read More »

ପତଞ୍ଜଳୀ ଯୋଗପୀଠ ରେ “୫ମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ”  ୨୧ ରେ

  ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ପତଞ୍ଜଳୀ ଯୋଗପୀଠ, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା ଦ୍ୱାରା “୫ମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ” ତା ୨୧.୦୬.୨୦୧୯ରିଖ (ଶୁକ୍ରବାର) ଦିନ ପ୍ରାତଃ ଘ.୫.୧୫ମି ଠାରୁ ଘ.୭.୩୦ମି. ମଧ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟର ପ୍ରାୟୋଜିତ ପ୍ରୋଟକଲ୍ ଆଧାରରେ, ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପ ସାମ୍ନା କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ପାଳନ କରାଯିବ । ଏହି ସମାରୋହରେ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଗଜପତି ଶ୍ରୀ ଶ୍ରୀ …

Read More »