Thursday , December 1 2022
Breaking News

Recent Posts

କମାଗୁରୁ ଜୁନିୟର କଲେଜ ରେ ସମ୍ବିଧାନ ଦିବସ ପାଳିତ

ନିରାକାରପୁର, ୨୭/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଅତିଥିଭାବେ ଶିକ୍ଷାବିତ୍ ଗୋଦାବରୀ ସାହୁ, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଡ. ରେଣୁବାଳା ସାମନ୍ତରାୟ, ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭାରତର ସମ୍ବିଧାନ ଓ ତାର ପ୍ରଣେତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଅଧ୍ୟାପକ ଜମ୍ବେଶ୍ଵର ଜୁଝାରସିହ …

Read More »

ଦେଶରେ ଖାଲି ପଡ଼ିଥିବା ୬୦ ଲକ୍ଷ ସରକାରୀ ପଦବୀ ପୂରଣ ଓ ଚଳିତ ସଂସଦରେ ରୋଜଗାର ଆଇନ ପାରିତ କରାଯାଉ

ଭୁବନେଶ୍ୱର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ ଛକଠାରେ ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି ପକ୍ଷରୁ ଦେଶରେ ଖାଲି ପଡ଼ିଥିବା ୬୦ ଲକ୍ଷ ସରକାରୀ ପଦବୀକୁ ପୂରଣ କରିବା ଏବଂ ବେରୋଜଗାର ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରୀୟ ବେରୋଜଗାର ଆଇନ ପ୍ରଣୟନ କରିବା ଦାବିରେ ବିକ୍ଷୋଭ ପ୍ରଦଶର୍ନ କରାଯାଇଥିଲା । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଦେଶରେ ବେକାରୀ ସମସ୍ୟା ଚରମ ସୀମାରେ ରହିଛି । ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି କିପରି ନିଜ ପରିବାରର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରକ୍ଷଣା ବେକ୍ଷଣର ଯତ୍ନ …

Read More »

ନିରାକାରପୁର ସମିତିସଭ୍ୟ। ଓ ୱାର୍ଡ ସଭ୍ୟ ସଭ୍ୟା ଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ

ନିରାକାରପୁର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ପଞ୍ଚାୟତରେ ଗତ ୨୩ ତାରିଖ ରେ ଅନୁଷ୍ଠିତ ମାସିକିଆ ବୈଠକରେ ସରପଂଚ, ସମିତିସଭ୍ୟା ଓ ୱାର୍ଡ ମେମ୍ବର ମାନଙ୍କ ମଧ୍ୟରେ ଉନ୍ନତିମୂଳକ କାର୍ଯ୍ୟ , ୱାର୍ଡ ମେମ୍ବର ମାନଙ୍କ ଦରମାକୁ ନେଇ ଯୁକ୍ତିତର୍କ, କଥା କଟାକଟି ହୋଇ କଥା ଥାନାକୁ ଯାଇଥିଲା। ସରପଂଚ କାଦମ୍ବିନୀ ବେହେରା ତାଙ୍କୁ ପଞ୍ଚାୟତରେ ଅଟକ ରଖି ଗାଳିଗୁଲଜ କରାଯାଇଥିଲା ବୋଲି ସମିତି ସଭ୍ୟା ଓ ତାଙ୍କ ସ୍ୱାମୀଙ୍କ ନାମରେ ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ …

Read More »