Wednesday , December 8 2021

Recent Posts

୩ କିଗ୍ରା ଗଞ୍ଜେଇ ଜବତ, ୨ ଗିରଫ

କଟକ, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- କମିଶନରେଟ ପୁଲିସ ସୋମବାର ଚଢ଼ଉ କରି ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଯୁବକଦ୍ୱୟ ଏକ ବାଇକ୍ରେ ବାଦାମବାଡିରୁ ସିଡିଏ ଆଡକୁ ଗଞ୍ଜେଇ ନେଇ ଆସୁଥିବା ସୂଚନା ପାଇ ମର୍କତନଗର ଥାନା ପୁଲିସ ରିଭରାଇନ ମେଡିକାଲ ଛକ ନିକଟରେ ସେମାନଙ୍କୁ ଅଟକାଇଥିଲା । ତାଲାସୀ ନେବାରୁ ସେମାନଙ୍କ ନିକଟରୁ ୩ କିଗ୍ରା ୩୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା । ଅଭିଯୁକ୍ତଦ୍ୱୟ ହେଲେ ମୟୂରଭଞ୍ଜ …

Read More »

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ନୂତନ ରେଳଲାଇନ୍ର ହେବ ନିରୀକ୍ଷଣ ୨୫ରେ

ଭୁବନେଶ୍ୱର ,୨୪/୦୭/୨୦୧୯(ଓଡ଼ିଶା ସମାଚାର)- ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ପ୍ରକଳ୍ପର ନୟାଗଡ଼ ଟାଉନ୍ ଓ ମହୀପୁର ମଧ୍ୟରେ ୧୨କିମି ରେଳ ଲାଇନକୁ ଆସନ୍ତା ୨୫ ତାରିଖ (ଗୁରୁବାର) ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ନିରୀକ୍ଷଣ କରାଯିବ । ନୟାଗଡ଼ ଟାଉନରୁ ମହୀପୁର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ହାଇଛି ଏବଂ ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ ସହ …

Read More »

ସିଭିଲ୍ ଜଜ୍ ପରୀକ୍ଷାରେ ୪୧ ଉତୀଣ୍ଣ

କଟକ, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- ୪୧ ଜଣ ପରୀକ୍ଷାର୍ଥୀ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ଜଜ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଓଡିଶା ସୁପରିଅର୍ ଜୁଡିସିଆଲ୍ ସର୍ଭିସ୍ ତଥା ଜୁଡିସିଆଲ୍ ସର୍ଭିସ୍ ରୁଲ୍ ୨୦୦୭ ଆଧାରରେ ୨୦୧୮-୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ପୁରୁଷ ବର୍ଗରେ ୧୫ ଜଣ ଓ ମହିଳା ବର୍ଗରେ ୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ଈପ୍ସିତା ଅଭିନନ୍ଦିତା ମିଶ୍ର …

Read More »