Thursday , December 1 2022
Breaking News

Recent Posts

ପକ୍ଷୀଙ୍କ ସୁରକ୍ଷା ପାଇଁ ପ୍ରେରଣା ପକ୍ଷରୁ ସଭା ଓ ଶୋଭାଯାତ୍ରା ,ମାସ୍କଟ ଉନ୍ମୋଚନ

ଟାଙ୍ଗୀ/ ନିରାକାରପୁର, ୨୭/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରତିବର୍ଷ ଶୀତ ରୁତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବଶ୍ରେଷ୍ଠ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତମାନ ପକ୍ଷୀମାନେ ଆସିବା ଆରମ୍ଭ ହୋଇଗଲାଣି। ସେଥପାଇଁ ଏହି ଅତିଥି ପକ୍ଷୀ ମାନଙ୍କୁ ଶିକାର ନ କରିବା ପାଇଁ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଜନସଚେତନତା କାର୍ୟ୍ୟକ୍ରମ ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମ ରେ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, …

Read More »

ଅବକାରୀ ବିଭାଗର ଚଢ଼ାଉ: ୫୦ ଗ୍ରାମ ବ୍ରାଉନ ସୁଗାର ଜବତ ,୨ ଗିରଫ: ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା

ନିରାକାରପୁର, ୨୭/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଜଙ୍କିଆ ଥାନା ଛଣଗିରି ଗ୍ରାମ ପଂଚାୟତର ତାରିଣୀ ଛକରେ ଚଢାଉ କରି ଦୁଇ ଜଣ ଧଳା ଜହର ବେପାରୀଙ୍କୁ ଟାଙ୍ଗୀ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଧଳା ଜହର ବେପାରୀ ଦ୍ୱୟ ହେଲେ ଛଣଗିରି ପାଟଣା ସାହିର ପ୍ରଶାନ୍ତ କୁମାର ସାହୁ ଓ ଅରୁଣ କୁମାର ବେହେରା ବୋଲି ଜଣା ପଡିଛି। ପ୍ରଶାନ୍ତ ସାହୁ ନିକଟରୁ ୩୫ ଗ୍ରାମ୍ ଧଳା ଜହର ଜବତ ହୋଇଥିବା ବେଳେ ଅରୁଣ ବେହେରା ଠାରୁ ୧୫ ଗ୍ରାମ ଧଳା …

Read More »

କଳାହାଣ୍ଡି ଜିଲ୍ଲାର ଥିଆମୁଲ ରାମ ପୁର ବ୍ଲକ୍ ସିଲେଟ ପଂଚାୟତ ର ପାଞ୍ଚ ବିଦ୍ୟାଲୟ ରେ ଶିକ୍ଷ୍ୟା ପାଇବାରୁ ଛାତ୍ର ଛାତ୍ରୀ ବଞ୍ଚିତ

ଅଭିଯୋଗ ଆଣିଲେ ଅଞ୍ଚଳ ବାସୀ, ଶିକ୍ଷ୍ୟା ବିଭାଗ ନୀରବଦ୍ରଷ୍ଟା କଳାହାଣ୍ଡି,୨୭/୧୧/୨୦୨୨ (ଓଡ଼ିଶା ସମାଚାର/ ସଂଜୟ ସିଂହ)- କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ଶିକ୍ଷ୍ୟା ର ବିକାଶ ପାଇଁ ଅହରହ ପ୍ରୟାସ କରୁଛନ୍ତି। ଏବଂ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ କରୁଛନ୍ତି । ଶିକ୍ଷ୍ୟା ସମସ୍ତେ କେମିତି ଭଲରେ ପାଇବେ ଏବଂ ଶିକ୍ଷ୍ୟା ରୁ କେହି ବଞ୍ଚିତ ନ ରହିବେ ବୋଲି ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ ର ନରା ଦେଉଥିବା ବେଳେ ଏଠି କିଛି ଓଲଟା …

Read More »