Tuesday , October 19 2021
Breaking News

Recent Posts

ବେଆଇନ୍ ଇଟାଭାଟି ଉପରେ ଚଢାଉ ଓ ଜୋରିମାନା

କେନ୍ଦ୍ରାପଡ଼ା, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା  ବ୍ଲକ  ଅନ୍ତର୍ଗତ  କପାଳେଶ୍ୱର ପଂଚାୟତର  ବିଭିନ୍ନ  ଜାଗାରେ  ନିର୍ମିତ ବେଆଇନ୍ ଇଟାଭାଟି ଉପରେ  କେନ୍ଦ୍ରାପଡା ତହସିଲଦାର  ହେମଲତା  ବାହାଲିଆ ଗୁରୁବାର ଇଟାଭାଟି ଉପରେ ଚଢାଉକରି ଜୋରିମାନା  ଆଦାୟ  କରିବା  ସହ ନିଆଁଲାଗିଥିବା ଇଟାଭାଟି ଗୁଡିକୁ ଅଗ୍ନିଶମ ବିଭାଗ ଦ୍ୱାରା ପାଣି ମାରି ଲିଭାଇଥିଲେ । ପ୍ରକାଶ  ଯୋଗ୍ୟ  ଯେ  ଦୀର୍ଘଦିନ  ହେଲା ବେଆଇନ୍ ଇଟାଭାଟି ହେବା ଦ୍ୱାରା ବାୟୁ ପ୍ରଦୂଷଣରେ  ନିକଟସ୍ଥ  ଗ୍ରାମବାସୀମାନେ …

Read More »

ମହାନଦୀ ସଫେଇ ପାଇଁ ହେବ ସ୍ୱତନ୍ତ୍ର ଯୋଜନା

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-: ସଂସଦର  ମିଳିତ  ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ନିଜ ଅଭିଭାଷଣରେ ମହାନଦୀ ସଫେଇ ପ୍ରସଙ୍ଗ ଉଠାଇ ସମସ୍ତଙ୍କୁ ଚକିତ କରିଛନ୍ତି । ନମାମୀ  ଗଙ୍ଗା  ଯୋଜନା  ଭଳି  ମହାନଦୀ  ସଫେଇ ପାଇଁ   ପଦକ୍ଷେପ   ନିଆଯିବ   ବୋଲି   ରାଷ୍ଟ୍ରପତି କହିଛନ୍ତି । ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର  ପଦକ୍ଷେପ  ନିଆଯିବ ।  କେବଳ  ମହାନଦୀ ନୁହଁ …

Read More »

ଟିଟୋର କ୍ରାଇମ ସାମ୍ରାଜ୍ୟ ର ଚେର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର କ୍ରାଇମ ନେଟୱାର୍କର ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଂଚର ଏସଟିଏଫ ଟିମ ଟିଟୋ ଅପରାଧ ସାମ୍ରାଜ୍ୟର ଖୋଳତାଡ଼ କରୁଥିବା ବେଳେ ଏହା ବଂଲାଦେଶ ଯାଏ ଲମ୍ବିଥିବା ଜାଣିବାକୁ ପାଇଛି । ଏଥିସହିତ ଟିଟୋ ଆଣ୍ଡ କୋ ମିଆଁମାର ଭାୟା ବାଂଲାଦେଶ ଦେଇ ଓଡ଼ିଶାକୁ ଚୋରା ସୁନା ଚାଲାଣ କରୁଥିବା ନେଇ ଏସ୍ଟିଏଫ ସ୍ପଷ୍ଟ ହୋଇଛି । …

Read More »