Thursday , December 1 2022
Breaking News

Recent Posts

୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ

ପଦ୍ମପୁର,୨୮/୧୧/୨୦୨୨(ଓଡ଼ିଶା ସମାଚାର)- ବରଗଡ଼ ଜିଲ୍ଲାର ପଦ୍ମପୁରରେ ଏବେ ଉପନିର୍ବାଚନ ଚାଲିଥିବା ବେଳେ ନିର୍ବାଚନ ପୂର୍ବରୁ ପଦ୍ମପୁର ର ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି। ଏହି ୩ ଜଣ ବ୍ୟବସାୟୀ ହେଲେ ଏମଡି ସାଜିଦ, ଗଜାନନ ଅଗ୍ରୱାଲ ଓ ମାନଭଞ୍ଜନ ସାହୁ। ଏହି ୩ ବ୍ୟବସାୟୀ ବିଜେଡ଼ି ଦଳର ସଦସ୍ୟ ହୋଇଥିବାରୁ ନିର୍ବାଚନ ପୂର୍ବରୁ ଏହି ଚଢ଼ାଉ କରାଯାଉଥିବା ଅଭିଯୋଗ ହୋଇଛି । ଏହି ୩ ବ୍ୟବସାୟୀ ମିଳିତ ଭାବେ ଏକ ରାଇସ୍ ମିଲ୍ ଚଳାଉଥିବା ବେଳେ ପେଟ୍ରୋଲ ପମ୍ପ, …

Read More »

ଇଟାଭାଟି ମାଲିକଙ୍କୁ ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା /ମହାକାଳପଡ଼ା ୨୮/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁରେ ଜଣେ ଇଟାଭାଟି ମାଲିକଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ପାତାପାଟ ଗାଁର ଦୀନେଶ ବୈଦ ଖରନାସୀ ଠାରେ ଇଟାଭାଟି କରୁଥିଲେ । ଗତକାଲି (ରବିବାର) ରାତିରେ ଇଟାଭାଟିର ଶ୍ରମିକଙ୍କ ସହିତ ଭୋଜି ଆୟୋଜନ ହୋଇଥିଲା। ରାତିରେ ଭୋଜି ସରିବା ପରେ ଘରକୁ ନଯାଇ ଇଟା ଭାଟିରେ …

Read More »

କଟକ ବକ୍ସି ବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି କେଵେ? ଆନ୍ଦୋଳନ ଡ଼ାକରା

କଟକ ସଦର, ୨୮/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଵାଉନ ବଜାର ତେପନ ଗଳିକୁ ନେଇ ଐତିହାସିକ କଟକ ସହରର ଉତ୍ପତ୍ତି ହୋଇଥିବା ବେଳେ ବିଭିନ୍ନ ଵଜାରର ନାମକରଣ ମଧ୍ୟ ହୋଇଛି। ଏଥିରେ ବକ୍ସି ବଜାରର ସ୍ଥାନ ସ୍ୱତନ୍ତ୍ର ରହିଛି। ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ନାମରେ ନାମିତ ହୋଇଛି ବକ୍ସି ବଜାର । ମହାନ୍ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କୁ ଇଂରେଜ ମାନେ ଏହିଠାରେ ଆଣି ଗୃହ ଵନ୍ଦୀ କରି ରଖିଥିଲେ। ତାଙ୍କର ପୁରା ଜୀବନ ଏହି ଅଞ୍ଚଳରେ ହିଁ …

Read More »