Tuesday , October 19 2021
Breaking News

Recent Posts

ପୁରୁଷୋତମପୁର ଗ୍ରାମରେ ଗଡ଼ିଲା ଲୁହାରେ ନିର୍ମିତ ରଥ

ସାଲେପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା )- ସମଗ୍ର ବିଶ୍ୱରେ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏହି ରଥଯାତ୍ରାରେ ନିର୍ମାଣ ହେଉଥିବା ରଥ କାଠରେ ନିର୍ମାଣ ହେଉଥିବା ବେଳେ ସାଲେପୁରରେ ଏଭଳି ଏକ ଜଗନ୍ନାଥଙ୍କ ମନ୍ଦିର ଅଛି ଯେଉଁଠି ଜଗନ୍ନାଥଙ୍କ ରଥ ଲୁହାରେ ନିର୍ମାଣ ହେଉଛି ।  ଲୁହାରେ ନିର୍ମିତ ହେଉଥିବା ଉକ୍ତ ରଥରେ ଚର୍ତୁଦ୍ଧା ମୂର୍ତିଙ୍କୁ ପହଣ୍ଡିରେ ବିଜେ କଲାପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା …

Read More »

ସାଲେପୁରର ବିଭିନ୍ନ ସ୍ଥାନରେ ଚର୍ତୁଦ୍ଧର ମୂର୍ତିଙ୍କ ଘୋଷଯାତ୍ରା ଅନୁଷ୍ଠିତ

ସାଲେପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା )- ସାଲେପୁର ଅଂଚଳର ସହରାଂଚଳ ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସମସ୍ତେ ଜଗନ୍ନାଥପୀଠ ମାନଙ୍କରେ ପ୍ରଭୁ ଜଗତରନାଥ ଜଗନାଥଙ୍କର ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳୁ ପ୍ରଥମେ ପଣ୍ଡିତମାନେ ବିଭିନ୍ନ ରଥ ଖଳାରେ ପହଂଚି ରଥପୂଜନ କାର୍ଯ୍ୟ ଶେଷ କଲାପରେ ଚର୍ତୁଦ୍ଧା ମୂର୍ତିୀଙ୍କର ପହଣ୍ଡି ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନ ଓ ଶେଷରେ ଜଗତରନ୍ନାଥ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡିରେ ଅଣାଯାଇ …

Read More »

ସଚିବାଳୟରେ ଖାଲି ପଡ଼ିଛି ୩୭୧ ଅଫିସର ପଦବୀ  

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ଓଡ଼ିଶା ସଚିବାଳୟ ସେବାରେ ବିଭିନ୍ନ ଅଧିକାରୀସ୍ତରରେ ୩୭୧ଟି ପଦବୀ ଖାଲି ପଡ଼ିଛି । ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତର ଦେଇ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ରାଜ୍ୟ ସଚିବାଳୟରେ ୮ଟି ଅତିରିକ୍ତ ସଚିବ ପଦବୀ ରହିଥିବା ବେଳେ ବର୍ତମାନ ସବୁ ପଦବୀ ଖାଲି ପଡିଛି । ସେହିଭଳି ମଞ୍ଜୁରୀପ୍ରାପ୍ତ ୨୨ଟି ଯୁଗ୍ମ ସଚିବ ପଦବୀ ଖାଲି ପଡ଼ିଛି …

Read More »