Tuesday , September 28 2021
Breaking News

Recent Posts

ଭିତିଭୂମି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଗ୍ରାମାଂଚଳରେ ନିର୍ମାଣାଧିନ  ସ୍ୱାସ୍ଥ୍ୟକେନ୍ଦ୍ର  ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଭିତିଭୂମିର ନିର୍ମାଣ ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସଚିବାଳୟଠାରେ ଏକ   ସମୀକ୍ଷା   ବୈଠକ   କରିଛନ୍ତି ।   ଉକ୍ତ ବୈଠକରେ   ଗ୍ରାମ୍ୟ   ଉନ୍ନୟନ,   ଶ୍ରମ   ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଉପସ୍ଥିତ   ଥିଲେ ।   ଗ୍ରାମାଂଚଳରେ   ସ୍ୱାସ୍ଥ୍ୟ ଭିତିଭୂମିର  ନିର୍ମାଣ  କାର୍ଯ୍ୟ  ଗ୍ରାମ୍ୟ  ଉନ୍ନୟନ ବିଭାଗ  ଦ୍ୱାରା  …

Read More »

ହୋଟେଲରୁ ୧୩ ଶିଶୁ ଶ୍ରମିକ ଉଦ୍ଧାର

କଟକ,୨୭/୦୬/୨୦୧୯(ଓଡ଼ିଶା ସମାଚାର)-ସହରରେ ବିଭିନ୍ନ ହୋଟେଲରେ କାର୍ଯ୍ୟକରୁଥିବା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ, ଶିଶୁ ମଙ୍ଗଳ ସମିତି ସଦସ୍ୟମାନଙ୍କର ମିଳିତ ଉଦ୍ୟମରେ ସହରରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ୧୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଉଦ୍ଧାର ଶିଶୁ ଶ୍ରମିକଙ୍କୁ ଚାଇଲ୍ଡ ସୁରକ୍ଷା ସେଲରେ ରଖାଯାଇଛି । ଆସନ୍ତାକାଲି ସେମାନଙ୍କୁ …

Read More »

ମୌସୁମୀର ଲୁଚକାଳି ଖେଳ ,ସମସ୍ତ ଉଠା-ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରାଯିବାକୁ ଦାବି

ପାଟକୁରା,୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଚଳିତ ବର୍ଷ ଦୁର୍ବଳ ମୌସୁମୀ ସାଙ୍ଗକୁ ବିଳମ୍ବରେ ପ୍ରସ୍ତୁତି କରାଯାଉଥିବା ତଳି ଘେରାରେ ପାଣିର ଅଭାବ ଦେଖାଦେଇଛି । ଅନେକ ସ୍ଥାନରେ ଚାଷୀମାନେ ତଳି ଘେରା ପ୍ରସ୍ତୁତି କରି ପାରି ନାହାଁନ୍ତି । ରାଜ୍ୟରେ ମୌସୁମୀ ପ୍ରବେଶ କରିବା ଦିନ ପାଟକୁରା ଅଂଚଳରେ ତୁହାକୁ ତୁହା ବର୍ଷା ହୋଇଥିଲା । ଏଇ ବର୍ଷା ଦେଖି ଚାଷୀ ମନରେ ଆନନ୍ଦ ପ୍ରକାଶ ପାଇଥିଲା ,ମାତ୍ର ତା’ପର ଦିନ ଠାରୁ …

Read More »