Monday , October 18 2021
Breaking News

Recent Posts

ମମତାଙ୍କ କେଳେଙ୍କାରୀ ଧରାପଡିଲା, ଦୁଗ୍ଧଚାଷୀଙ୍କୁ ଲୁଟୁଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମରେ ଓମଫେଡ ପକ୍ଷରୁ ଖୋଲାଯାଇଥିବା ଏକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର ଏକ ବଡ ଧରଣର ଦୁର୍ନିତୀ ଏବେ ପଦାକୁ ଆସିଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଅଧିନସ୍ତ ବିଭିନ୍ନ ଦୁଗ୍ଧ ସମବାୟ ସମିତିର କର୍ମକର୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେମାନେ ପୂର୍ବରୁ ସେମାନଙ୍କ …

Read More »

ଗରଦପୁର ବ୍ଲକ୍ ରେ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର

ପାଟକୁରା, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ମିଶନ ଶକ୍ତି ଓ ୱାର୍ଲ୍ଡ ଫିସ ସହଯୋଗରେ ଆଜି ଗରଦପୁର ବ୍ଲକ୍ ରେ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବ୍ଲକ୍ ଆତ୍ମା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରକୁ  କେନ୍ଦ୍ରାପଡ଼ା ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ଦିଲିପ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଶିବିରରେ  ଜିଲା ମତ୍ସ୍ୟ ଅଧିକାରିଣି ମମତା ମୟୀ ମହାପାତ୍ର , ପ୍ରଶିକ୍ଷକ ସୌରଭ ବିଶ୍ୱାଳ,  …

Read More »

 ମହିଳା ସୁପରଭାଇଜର ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ

ପାଟକୁରା ୦୮/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ ମହିଳା ସୁପରଭାଇଜରକୁ ଆଜି ଭିଜିଲାନସ୍ ବିଭାଗ ଦ୍ୱାରା ଟ୍ରାପ୍ କରାଯାଇଛି । ଜଣେ ଅଙ୍ଗନୱାଡି କର୍ମୀଙ୍କ ଠାରୁ କାଗଜ ପତ୍ର କରାଇ ଦେବା ପାଇଁ ୫ହଜାର ଟଙ୍କା ଲାଂଚ ନେଇଥିବା ଅଭିଯୋଗରେ କେନ୍ଦ୍ରାପଡା ଭିଜିଲାନସ୍ ବିଭାଗ ପକ୍ଷରୁ ସୁପରଭାଇଜରଙ୍କୁ ଟ୍ରାପ୍ କରାଯାଇଛି । ଭିଜିଲାନସ୍ ବିଭାଗ ଦ୍ୱାରା ଟ୍ରାପ୍ ହୋଇଥିବା ମହିଳା ସୁପରଭାଇଜର …

Read More »