Monday , October 18 2021
Breaking News

Recent Posts

ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ସଂପର୍କିତ ସୂଚନା ନିମନ୍ତେ ହସପିଟାଲମାନଙ୍କରେ ଏଲଇଡି ଡିସପ୍ଲେ ବୋର୍ଡ ଉନ୍ମୋଚିତ

ଭୁବନେଶ୍ୱର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସଚେତନତା ବୃଦ୍ଧି ତଥା ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ଅପଡେଟ୍ ସୂଚନା ଲୋକଙ୍କ ନିକଟରେ ପହଂଚାଇବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଏବଂ ଅନ୍ୟ ଡାକ୍ତରଖାନା ପରିସରରେ ଏଲଇଡି ଡିସପ୍ଲେ ବୋର୍ଡ ଉନ୍ମୋଚିତ କରିଛନ୍ତି । ସ୍ୱାସ୍ଥ୍ୟ …

Read More »

ଲଗାଣବର୍ଷା ଯୋଗୁ କଂଟାସାହି-ନଈଗୁଆଁ ରାସ୍ତା ଧୋଇଗଲା

ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କଂଟାସାହି-ନଈଗୁଆଁ ରାସ୍ତା ଧୋଇଯିବାରୁ ଜନସାଧାରଣଙ୍କ ଯାତାୟତରେ ଘୋର ଅସୁବିଧା ହୋଇଛି । ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସପନପୁର କଂଟାସାହି ଜେନାଘାଇ ପୋଲ ନିକଟରେ ରାସ୍ତା ଧୋଇଯିବାରୁ ଲୋକମାନଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହୋଇଛି । ଚାରିଚକିଆ ଯାନ ଯିବା ତ ଦୂରର କଥା ସାଇକେଲ୍ରେ ମଧ୍ୟ ପଥଚାରୀମାନେ …

Read More »

ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା, ମହିଳା ଡାକ୍ତର ଗୁରୁତର

ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସାଲେପୁର-କୁଆଁପାଳ ରାସ୍ତାର ନାରାୟଣ ମନ୍ଦିର ନିକଟରେ ଏକ ମୋଟର ସାଇକେଲ୍ ଚାଳକ ଏକ ସ୍କୁଟିକୁ ସମ୍ମୁଖରୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ   ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବୋଦାମୁଣ୍ଡାଇ ଅଂଚଳର ନରେନ୍ଦ୍ର ସେଠୀଙ୍କ ପୁତ୍ର ରାମଚନ୍ଦ୍ର ସେଠୀ ଦ୍ରୁତଗତିରେ ସାଲେପୁରରୁ ବୋଦାମୁଣ୍ଡାଇ …

Read More »