Monday , October 18 2021
Breaking News

Recent Posts

ରାଜନଗର ବିଧାୟକଙ୍କ ପିତାଙ୍କ ଶବାଧାରରେ କେନ୍ଦ୍ରାପଡାରେ ସମ୍ମାନ ଜଣାଇଲେ ବୁଦ୍ଧିଜୀବି

କେନ୍ଦ୍ରାପଡ଼ା, ୧୦/୦୮/୨୦୧୯(ଓଡ଼ିଶା ସମାଚାର)-ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପିତା ସ୍ୱର୍ଗତ ଧନେଶ୍ୱର ସାହୁଙ୍କର ୮୬ବର୍ଷ ବୟସରେ ଭୂବନେଶ୍ୱରସ୍ଥିତ ଆମ୍ରି ହସପିଟାଲରେ ଶୁକ୍ରବାର ପରଲୋକ ହୋଇଯାଇଛି । ସ୍ୱର୍ଗତ ଧନେଶ୍ୱରଙ୍କ ମର ଶରୀରକୁ ଶୁକ୍ରବାର ଏକ ଗାଡିରେ ଭୂବନେଶ୍ୱରରୁ ତାଙ୍କ ରାଜନଗରର ବେଲପାଳସ୍ଥିତ ଗ୍ରାମକୁ ନିଆଯିବା ସମୟରେ ଗରାପୁର ଡାକବଙ୍ଗଳା ଠାରେ କେନ୍ଦ୍ରାପଡାର ବୁଦ୍ଧିଜୀବିମାନେ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ । ସେମାନଙ୍କ ମଧ୍ୟରେ …

Read More »

ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ

କେନ୍ଦ୍ରାପଡା ୧୦/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଶନିବାର ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ଧର୍ମଶାଳାରେ ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତରେ ଶୋକ ପାଳନ କରାଯାଇ ଆମô୍ାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ନାଗରିକମାନଙ୍କ ପାଇଁ ପରିଚୟ ପତ୍ର …

Read More »

ଜୟପାଟଣା ଥାନା ଆନୁକୁଲ୍ୟରେ ପରୀ-୩ କାର୍ଯ୍ୟକ୍ରମ ଅନୁଷ୍ଠିତ

  ଜୟପାଟଣା,୧୦/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜୟପାଟଣା ଥାନା ଆନୁକୁଲ୍ୟରେ ପରୀ-୩ କାର୍ଯ୍ୟକ୍ରମ ଜୟପାଟଣା ପଂଚାୟତ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତହୋଇ ଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋପିନାଥ ମଣିପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅଂଶୁମାନ ବାବୁ, ଜୟପାଟଣା ଥାନା ଅଧିକାରୀ ସୁଶାନ୍ତ କୁମାର …

Read More »