Monday , October 18 2021
Breaking News

Recent Posts

ପ୍ରେମ ବ୍ୟାପାର ପ୍ରଘଟ ଆଶଙ୍କାରେ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ଦୁର୍ବୃତ

ନୀଳଗିରି, ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ ଯୁବକଙ୍କ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି ଦୁର୍ବୃତ । ଏଭଳି ଘଟଣା ଘଟିଛି ନୀଳଗିରି ଥାନା ଅଧୀନସ୍ଥ ଜାମୁଡ଼ିହା ପଞ୍ଚାୟତର କେଶୁରା ଗ୍ରାମରେ । ମୃତକ ହେଉଛନ୍ତି କେଶୁୂରାର ବିଜୟ ସିଂହ (୪୦) । ସେ ନୀଳଗିରିସ୍ଥିତ ମାନାପୁରମ ଗୋଲ୍ଡ ଲୋନ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ନିଜର ଡ୍ୟୁଟିସାରି ସନ୍ଧ୍ୟା ପ୍ରାୟ ୭.୪୦ ମିନିଟ୍ରେ …

Read More »

ନ୍ୟାସନାଲ୍ କୋଅପରେଟିଭ୍ ହାଉସିଂ ଫେଡେରେସନ୍ର ବୋର୍ଡ ବୈଠକ

ଭୁବନେଶ୍ୱର , ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଣିଷର ସର୍ବନିମ୍ନ ଆବଶ୍ୟକତା । ନିରାପଦ ଆଶ୍ରୟ ନିମନ୍ତେ ନିଜସ୍ୱ ଗୋଟିଏ ଘର ତିଆରି କରିବା ପ୍ରତ୍ୟେକ ମଣିଷର ସ୍ୱପ୍ନ ହୋଇଥାଏ । ଏହାକୁ ବାସ୍ତବ ରୂପ ଦେବା ଦିଗରେ ସମବାୟ ଗୃହ ନିର୍ମାଣ ସଂସ୍ଥାଗୁଡ଼ିକ ମହତ୍ୱ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି …

Read More »

ଫୋନ ରେ ସ୍ୱାମୀଙ୍କ ତିନ ତଲାକ : ଅଭିଯୋଗ ଆଣିଲେ ମହିଳା

ପଟ୍ଟାମୁଣ୍ଡାଇ, ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ସଂସଦରେ ଟ୍ରିପଲ୍ ତଲାକ୍ କୁ ଅସିଦ୍ଧ ଘୋଷଣା ଏବଂ ଏହାକୁ ଅପରାଧିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବା ପରେ ମଧ୍ୟ ଫୋନ୍ ଯୋଗେ ସ୍ୱାମୀ ତଲାକ୍ ଦେଇଥିବା ଅଭିଯୋଗ ହୋଇଛି  । ଏଭଳି ସଙ୍ଗିନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳରୁ  । ଏନେଇ ସମ୍ପୃକ୍ତ ମହିଳା ଜଣକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି  । ମହିଳାଙ୍କ ଅଭିଯୋଗକୁ ଭିତି କରି ପୋଲିସ ତଦନ୍ତ …

Read More »