Monday , October 18 2021
Breaking News

Recent Posts

ସୌରଶକ୍ତି ବ୍ୟବହାରର ବିକାଶ ପାଇଁ ଟାଟା ପାୱାର୍ସର ଅଭିଯାନ

ପୁରୀ,୧୧/୦୮/୨୦୧୯(ଓଡ଼ିଶା ସମାଚାର)-ଏଣିକି ବାହାରର ବିଦ୍ୟୁତ ଶକ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ । ନିଜ ଛାତରେ ଖଞ୍ଜାଯାଇଥିବା ସୋଲାର ପ୍ୟାନେଲରୁ ମିଳିବ ଅବଶ୍ୟକ ପରିମାଣର ବିଦ୍ୟୁତଶକ୍ତି । ଏହି ବିଦ୍ୟୁତ ବ୍ୟବସ୍ଥା ଦ୍ୱାରା ବିଦ୍ୟୁତଶକ୍ତି ବାବଦରେ ବାର୍ଷିକ ୫୦ହଜାର ଟଙ୍କା ସଞ୍ଜୟ କରାଯାଇପାରିବ । ପୁରୀ ସହରର ଅଧିବାସୀମାନଙ୍କ ପାଇଁ ଭାରତର ସର୍ବବୃହତ ସୌରଶକ୍ତି କମ୍ପାନୀ ଟାଟା ପାୱାର୍ସ ପକ୍ଷରୁ ଆରମ୍ଭ କରାଯାଇଛି ଆବାସିକ ସୋଲାର ରୁଫଟପ …

Read More »

ଖୋର୍ଦ୍ଧାରେ ବିଜେପିର ସଦସ୍ୟତା ଅଭିଯାନରେ ଶିବରାଜ

ଖୋର୍ଦ୍ଧା, ୧୧/୦୮/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶାକୁ ଦୁଇ ଦିନିଆ ଗ୍ରସ୍ତରେ ଆସିଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ଏହି ଅବସରରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଖୋର୍ଦ୍ଧାସ୍ଥିତ ଗୀତାଭବନ ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଶ୍ରୀ ଚୌହାନ ଯୋଗଦେଇ କହିଲେ ଯେ ଧାରା ୩୭୦ ଏବଂ ୩୫-ଏ କୁ ମୋଦୀ ସରକାର ହଟାଇ ଏକ ଅନ୍ଧ ଯୁଗୀୟ ଶାସନର ଅବସାନ କରିଛନ୍ତି …

Read More »

ପ୍ରେମ ବ୍ୟାପାର ପ୍ରଘଟ ଆଶଙ୍କାରେ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ ଦୁର୍ବୃତ

ନୀଳଗିରି, ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ ଯୁବକଙ୍କ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି ଦୁର୍ବୃତ । ଏଭଳି ଘଟଣା ଘଟିଛି ନୀଳଗିରି ଥାନା ଅଧୀନସ୍ଥ ଜାମୁଡ଼ିହା ପଞ୍ଚାୟତର କେଶୁରା ଗ୍ରାମରେ । ମୃତକ ହେଉଛନ୍ତି କେଶୁୂରାର ବିଜୟ ସିଂହ (୪୦) । ସେ ନୀଳଗିରିସ୍ଥିତ ମାନାପୁରମ ଗୋଲ୍ଡ ଲୋନ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ନିଜର ଡ୍ୟୁଟିସାରି ସନ୍ଧ୍ୟା ପ୍ରାୟ ୭.୪୦ ମିନିଟ୍ରେ …

Read More »