Sunday , September 26 2021
Breaking News

Recent Posts

ପୋଲ ତଳୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଗଞ୍ଜାମ,୨୩/୦୭/୨୦୧୯(ଓଡ଼ିଶା ସମାଚାର)-ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋଦଳା-ଖଲ୍ଲିକୋଟ ରାସ୍ତାର ଭରଷାମଥୁରା ଗ୍ରାମ ନିକଟସ୍ଥ ପୋଲ ତଳୁ କ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ ସ୍ଥାନୀୟଲୋକେ ସେଠାକୁ ଗାଧୋଇବାକୁ ଯାଇଥିବା ବେଳେ ନବଜାତ ଶିଶୁକନ୍ୟାର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି …

Read More »

କକ୍ଷତ୍ୟାଗ ଓ ହଟ୍ଟଗୋଳ ମଧ୍ୟରେ ଅନୁସୂଚିତଜାତି ଓ ଜନଜାତି ବିଭାଗର ଖର୍ଚ୍ଚଦାବି ପାରିତ

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର)-କଂଗ୍ରେସ ଦଳର କକ୍ଷତ୍ୟାଗ ଏବଂବିଜେପି ଦଳର ହଟ୍ଟଗୋଳ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚଦାବି ଆଗତ ହେବା ସହ ଆଲୋଚନା ମଧ୍ୟ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା୨୦୧୯-୨୦ ବାର୍ଷିକ ବର୍ଷ ପାଇଁ ୩୬୨୪କୋଟି ୮୩ଲକ୍ଷ ୭୧ହଜାର କୋଟି ଟଙ୍କା ଗୃହର ଅନୁମୋଦନ ପାଇଁ ଆଗତ କରିଥିଲେ । ଏହି ବିଭାଗ ଖର୍ଚ୍ଚଦାବି ଆଲୋଚନାରେ ଶାସକ ଦଳର ତିନିଜଣ ସଦସ୍ୟ …

Read More »

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର, ୨୩/୦୭/୨୦୧୯(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରକନିଷ୍ଠ ଯନ୍ତ୍ରୀ ବିଭୂତିଭୂଷଣ ପ୍ରଧାନଏକ କମ୍ୟୁନିଟି ସେଂଟରର ଫାଇନାଲ୍ବିଲ୍ କରାଇଦେବା ନିମନ୍ତେ ଠିକାଦାର ହେମନ୍ତ ମହାନ୍ତଙ୍କ ଠାରୁ ୭୫୦୦ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାରେ ବିଭାଗୀୟ ଅଧିକାରୀ ମାନେ ବିଭୂତିଙ୍କୁ ଗିରଫ କରି ସୋମବାର ଭିଜିଲାନ୍ସ କୋର୍ଟରେ ହାଜର କରାଇଛନ୍ତି ।କେନ୍ଦୁଝର ଭିଜିଲାନ୍ସ ଡିଏସପି ଦେବଦତ ସେଠ୍ ଙ୍କ ନେତୃତ୍ୱରେ ଏହି ଚଢ଼ଉରେ ଅନ୍ୟମାନଙ୍କମଧ୍ୟରେ ଭଦ୍ରକ ଡିଏସପି, …

Read More »