Wednesday , October 20 2021
Breaking News

Recent Posts

ନାଗସାପ କାମୁଡ଼ାରେ  ବୃଦ୍ଧାଙ୍କ ମୃତ୍ୟୁ

ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ଆଜି ଓଡ଼ାସିଂହ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ସକାଳେ ଜଣେ ବୃଦ୍ଧା ନିଜ ଘରେ କାମ କରୁଥିବାବେଳେ ଏକ ନାଗସାପ ଦଂଶନରେ ସେ ମୃତ୍ୟୁବରଣ କରିବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ଖବରରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୬ଟା ସମୟରେ ଓଡ଼ାସିଂହ ଗ୍ରାମର କମଳା ଭଦ୍ର(୬୨) ନିଜ ଘର …

Read More »

ସାଲେପୁର ସାପ୍ତାହିକ ହାଟରୁ ମୋଟରସାଇକେଲ୍ ଚୋରି

ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ଆଜି ସକାଳ ପ୍ରାୟ ୯ଟା ସମୟରେ ବାଲିସାହି ଅଂଚଳର ପୂର୍ଣ୍ଣଚନ୍ଦ୍ର ରଥ ନିଜ ହିରୋହୁଣ୍ଡା ସ୍ପେଣ୍ଡର ମୋଟର ସାଇକେଲ୍ ନଂ- ଓ.ଆର.୦୫ଏ.ଏଲ୍.୭୪୯୩ ଯୋଗେ ସାଲେପୁର ସାପ୍ତାହିକ ହାଟକୁ ପରିବା କିଣିବାକୁ ଯାଇଥିବାବେଳେ ହାଟ ନିକଟରେ ମୋଟରସାଇକେଲ୍ ରଖି ହାଟମଧ୍ୟକୁ ଯାଇ ପରିବା କିଣି ଫେରି ଦେଖନ୍ତି ଯେ ମୋଟର ସାଇକେଲ୍ ରଖିଥିବା ସ୍ଥାନରେ ନାହିଁ । ସଂପୃକ୍ତ ବ୍ୟକ୍ତିଜଣକ …

Read More »

କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ଅଖିଳ ଭାରତ ଛାତ୍ରସଂଘ କଟକ ଜିଲ୍ଲା କମିଟି ପକ୍ଷରୁ କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ବ୍ଲକ୍ ଅଧିନ ପଦ୍ମପୁରସ୍ଥିତ ସେଂଟ ଜାଭିୟର୍ସ ସ୍କୁଲ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, …

Read More »