Tuesday , October 19 2021
Breaking News

Recent Posts

ସୁନାବେଡାରେ ଇଦ-ଉଲ-ଜୁହା

  ସୁନାବେଡା,୧୩/୦୮/୨୦୧୯(ଓଡ଼ିଶା ସମାଚାର)- ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ- ଜୁହା ସୁନାବେଡାରେ ପାରମ୍ପାରିକ ରିତିନୀତିରେ ପାଳିତ ହୋଇଯାଇଛି । ସୁନାବେଡା ଏରୋନଟିକ୍ସ ମୁସଲିମ କଲଚରାଲ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଟି-ଜୋନ ସ୍ଥିତ ଆରାଧନାସ୍ଥଳୀରେ ଆୟୋଜିତ ଇଦ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ମୁସଲମାନ ଭାଇମାନେ ଯୋଗ ଦେଇଥିଲେ । ଏହି ଅବସରରେ ହାଫିଜ ମହମ୍ମଦ ଇବ୍ରାହିମ ସ୍ୱତନ୍ତ୍ର ନମାଜ ପାଠ କରିବା ସହ ଉକ୍ତ ପବିତ୍ର ପର୍ବ …

Read More »

ଜିଆଇଇଟିରେ ଦୁଇଦିନିଆ କର୍ମଶାଳା

ଗୁଣପୁର,୧୩/୦୮/୨୦୧୯(ଓଡ଼ିଶା ସମାଚାର)-ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାର ଉଦଘାଟନୀ ଉତ୍ସବରେ ୟାମାହା କମ୍ପାନୀର ତାଲିମମୁଖ୍ୟ ରଜତ ମିଶ୍ର ଅତିଥିଭାବେ ଯୋଗଦେଇ ଯାନ୍ତ୍ରିକ ଉପଯୋଗ କୌଶଳ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଷ୍କାଇରାଇଡର ଅଟୋମେଟିଭ ତାଲିମମୁଖ୍ୟ ରାକେଶ ପାତ୍ର ୟାମାହା ଇଞ୍ଜନିୟରିଂ ଇସିୟୁଡାଇଗ୍ନୋସିସ ବିଷୟରେ କହିଥିଲେ । କାର୍ଯ୍ୟକ୍ରମର ଆବାହକ ସନ୍ତୋଷ ତ୍ରିପାଠୀ କର୍ମଶାଳା …

Read More »

 ସପ୍ତମ ଆର୍ଥିକ ଗଣନା ତାଲିମ ଶିବିର

କାଲିମେଳା,୧୩/୦୮/୨୦୧୯(ଓଡ଼ିଶା ସମାଚାର)-ମାଲାକନଗିରି ଜିଲା କାଲିମେଳା ପଂଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ରବିବାର ସପ୍ତମ ଆର୍ଥିକ ଗଣନାର ବ୍ଲକସ୍ତରୀୟ ତାଲିମ ଶିବିର ଅୟୋଜିତ ହୋଇଥିଲା । ଏଥିରେ କାଲିମେଳା ଓ ପଡିଆ ବ୍ଲକର ଥିବା ଭିଏଲଇମାନେ ଯୋଗଦେଇ ତାଲିମ ନେଇଥିଲେ । ଏହାକୁ ସିଏସସିର ଏଡିଏମ ସଂଗ୍ରାମ କେଶରୀ ଜେନା, ଡି.ଏମ ହରିଶ ସାହୁ, ଏନଏସଏସ ଅଧିକାରୀ ଜୟନ୍ତ କୁମାର ସାହୁ ଉପସ୍ଥିତ ରହି ମୋଟ ୯୭ ଜଣ ଏନୁମେଟର ଉପସ୍ଥିତ …

Read More »