Friday , March 31 2023

Recent Posts

ବେଦାନ୍ତ – ଓ.ଇ.ଆର.ସି. ମଧୁ ଚନ୍ଦ୍ରିକା : ୧୬୩ କୋଟି ଟଙ୍କା ତଣ୍ଡ ଗଣିବେ ବିଜୁଳି ଉପଭୋକ୍ତା : ସମାଜବାଦୀ ପାର୍ଟି

ଭୁବନେଶ୍ୱର,୦୪/୦୨/୨୦୨୨ (ଓଡ଼ିଶା ସମାଚାର)-  ଗ୍ରୀଡକୋର ଦରଖାସ୍ତ କରିବାର ଗୋଟିଏ ଦିନ ବିଳମ୍ବ ଯୋଗୁଁ ରାଜ୍ୟର ୯୨ଲକ୍ଷ ବିଜୁଳି ଉପଭୋକ୍ତା ଜାନୁଆରୀ ରୁ ମାର୍ଚ୍ଚ ୨୦୨୨ ଏହି ତିନିମାସ ପାଇଁ ୧୬୩ କୋଟି ଟଙ୍କାର ବିଜୁଳି ଶୁଳ୍କ ତଣ୍ଡ ଗଣିବାକୁ ଯାଉଛନ୍ତି । କାହା ଭୁଲ୍ ଯୋଗୁଁ ରାଜ୍ୟର ଲକ୍ଷଲକ୍ଷ ବିଦୁ୍ୟତ୍ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ଏହି ଚଡ଼କ ପଡ଼ିଛି, ତାହାର ତଦନ୍ତ କରାଯାଇ ଉତରଦାୟିତ୍ୱ ନ୍ୟସ୍ତ କରାଯିବା ସହିତ ଶୃଙ୍ଖଳାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଆଇନ୍ ଅନୁଯାୟୀ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି …

Read More »

୨୬୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪୩୫ଜଣ ଶିଶୁ ସଂକ୍ରମିତ – ୨୩ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ

ଭୁବନେଶ୍ୱର,୦୪/୦୨/୨୦୨୨ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୨୬୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୬୮ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବାବେଳେ ୧୧୨୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୩୫ଜଣ ଶିଶୁ ରହିଛନ୍ତି । ଅନୁଗୁଳରୁ ୫୫ ଜଣ, ବାଲେଶ୍ୱରରୁ ୭୩ ଜଣ, ବରଗଡ଼ରୁ ୫୩ ଜଣ, ଭଦ୍ରକରୁ ୪୮ ଜଣ, ବଲାଙ୍ଗୀରରୁ ୯୮ ଜଣ, …

Read More »

ସମଗ୍ର ଓଡିଶା ରେଳପଥ ସହ ସଂଯୋଗ ହେବାର ସ୍ୱପ୍ନ ପୁରଣ ହେବ – ଦିଲ୍ଲୀପ ମଲ୍ଲିକ

କିଶନନଗର , ୦୪/୦୨/୨୦୨୨(ଓଡିଶା ସମାଚାର / ଅଭୟ ଜେନା ) – ଦେଶ ସ୍ୱାଧୀନତା ପରଠାରୁ ୨୦୧୪ ମସିହା ପର୍ୟ୍ୟନ୍ତ ରେଳବାଇ କ୍ଷେତ୍ରରେ ଓଡିଶା ରାଜ୍ୟ ସର୍ବଦା ଅବହେଳିତ ହୋଇ ଆସୁଥିଲା । ପ୍ରାକୃତିକ ସଂପଦ ଓ ସୈାନ୍ଦର୍ୟ୍ୟ ଏବଂ ପର୍ୟ୍ୟଟନ କ୍ଷେତ୍ରରେ ଭରପୁର ଓଡିଶା ରାଜ୍ୟର ବିକାଶ ପାଇଁ ରେଳବାଇ କ୍ଷେତ୍ରର ବିକାଶ ଅନିବାର୍ୟ୍ୟ ଏବଂ ଏହାକୁ ସଠିକ୍ ଆକଳନ କରି କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ପ୍ରତିବର୍ଷ ବଜେଟରେ ବ୍ୟାପକ ମାତ୍ରାର ଆର୍ଥୀକ ବ୍ୟୟବରାଦ …

Read More »