Friday , February 3 2023

Recent Posts

୭୩ ଵର୍ଷର ପୁରୁଣା ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ଯୋଜନାରୁ ବାଦ୍: ଅସନ୍ତୋଷ ତେଜୁଛି

କଟକ ସଦର, ୧୧/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲାର ସର୍ବପ୍ରାଚୀନ ତଥା ଦେଶ ସ୍ୱ।ଧିନତା ପ୍ରାପ୍ତିର ମାତ୍ର ଏକ ଵର୍ଷ ପରେ ୧୯୪୮ ମସିହାରେ ଓଡିଆ ଭାଷାକୋଷ ପ୍ରଣେତା ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନିଜ ଗାଁ ସିଦ୍ଧେଶ୍ୱରପୁରରେ ପ୍ରତିଷ୍ଠିତ ଦୀର୍ଘ ୭୩ ଵର୍ଷର ଗୋପାଳ ସ୍ମୃତି ଵିଦ୍ୟାପୀଠ ଆଜି ସରକାରଙ୍କ ଅଧିନରେ ପରିଚାଳିତ ୫-ଟି ରୂପାନ୍ତରିତ ଯୋଜନାରେ ସ୍ଥାନ ପାଇପାରି ନଥିଵାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।ଏହି ସ୍କୁଲ ପ୍ରତିଷ୍ଠାର ସାତ ପଛରେ ଅନ୍ୟାନ୍ୟ ସ୍କୁଲ ସଵୁ ଏହି ଯୋଜନାରେ …

Read More »

ଘରୋଇ କଳହକୁ ନେଇ ଏସିଡ଼ ମାଡ଼ : ନିଜ ସାନ ଭାଇ ସମେତ ୪ଜଣ ଗୁରୁତର

ବରଗଡ଼ ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ଘରୋଇ କଳହକୁ ନେଇ ଏସିଡ଼ ମାଡ଼ରେ ନିଜ ସାନ ଭାଇ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବରଗଡ଼ ସହରର ନୂଆପଡ଼ାରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ପ୍ରଥମେ ବରଗଡ଼ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ବରଗଡ ନୂଆପଡା ୱାର୍ଡ ନଂ ୧୧ର ବଡ଼ ଭାଇ ପବନ ସୋନି ଓ ସାନ ଭାଇ ମନୋଜ ସୋନି …

Read More »

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ର ୧୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୧ ଜଣ ଶିଶୁ ସଂକ୍ରମିତ, ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧/୧୨/୨୦୨୧ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ର ୧୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୨ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୭୧ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୧ ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୩ଜଣ, ବରଗଡ଼ ଜିଲ୍ଲାରୁ ୩ଜଣ, ଭଦ୍ରକ ଜିଲ୍ଲାରୁ ଜଣ, ବଲାଙ୍ଗୀର ଜିଲ୍ଲାରୁ …

Read More »