Friday , December 9 2022
Breaking News

Recent Posts

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ କୁଆଁପାଳ ଜେଏନ କଲେଜରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ

ମାହାଙ୍ଗା,୧୬/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଦିନରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ ମାହାଙ୍ଗା ବ୍ଲକ ବିଯୁଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା । ସ୍ଥାନୀୟ ବିଧାୟକ ତଥା ଆଇନ ପାନୀୟଜଳ ଯୋଗାଣ , ପଞ୍ଚାୟତରାଜ ଏବଂ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆହ୍ୱାନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଶହଶହ ସଂଖ୍ୟାରେ ବିଜୁ ଅନୁଗତ ଏହି ଜୀବନବିନ୍ଦୁ କାର୍ୟ୍ୟକ୍ରମରେ ଯୋଡ଼ିହେବା ଦେଖିବାକୁ ମିଳିଥିଲା । ଜୀବନବିନ୍ଦୁ କାର୍ୟ୍ୟକ୍ରମକୁ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଶରତ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ …

Read More »

ଅସ୍ଥାୟୀ ପୋଖରୀରେ ନିରାଡମ୍ବର ଓ ଶାନ୍ତିଶୃଙ୍ଖଳାରେ ହେଲା କଟକର ଭସାଣି

କଟକ ସଦର, ୧୬/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ସରକାରଙ୍କ କୋଭିଡ୍ ଏସଓପି ମଧ୍ୟରେ ଚଳିତବର୍ଷ ଦଶହରା ଦୂର୍ଗାପୂଜା ପାଳନ କରାଯାଇଥିଲା ଵେଳେ ମାହୋଲ ପୁରାପୁରି ଫିକା ପଡିଯାଇଥିଲା। ସେଥିରେ ଆଜି ଶନିଵାର ଭସାଣି ପାଇଁ ମଧ୍ୟ ଅନୁରୂପ କଟକଣା ଯୋଗୁ ବିସର୍ଜନ ମାହୋଲ ଵି ଫିକା ପଡିଛି।ଦେଵୀ ଗଡା ଠାରେ ଅସ୍ଥାୟୀ ପୋଖରୀରେ କଟକର ୧୬୦ ଟି ପୂଜା ମଣ୍ଡପର ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା ହୋଇଥିଵା ଵେଳେ ସଂଧ୍ୟା ୬ ମଧ୍ୟରେ ମୂର୍ତ୍ତି ବିସର୍ଜନ ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା। ଯେଉଁ ପୂଜା …

Read More »

ପଂଚାୟତିରାଜ ମନ୍ତ୍ରୀଙ୍କ ଶାରଳା ଓ ଗୋରଖନାଥ ଦର୍ଶନ

ତାରପୁର ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ମହା ଏକାଦଶୀ ତିଥିରେ ଆଇନ ତଥା ପଂଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଜେନା ସସ୍ତ୍ରୀକ ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଓ ପ୍ରଭୁ ଗୋରଖନାଥ ଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହିତ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଉପସ୍ଥିତ ରହି ଉଭୟ ମନ୍ଦିରର ଭଲମନ୍ଦ ବିଝିବା ସହିତ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଓ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ମାନଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ଏହି ମନ୍ଦିରର …

Read More »