Friday , February 3 2023

Recent Posts

ଷ୍ପଷ୍ଟ ଦିବାଲୋକରେ ଗୁଳିମାଡ କରି ଗ୍ୟାରେଜ ମେକାନିକ କୁ ହତ୍ୟା କଲେ ଦୁର୍ବୃତ

ବାଲେଶ୍ବର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ନୀଳଗିରି ମିତ୍ରପୁର ଅଞ୍ଚଳରେ ଗୁଳିମାଡ ରେ ଜଣେ ଗ୍ୟାରେଜ ମେକାନିକ ଙ୍କର ମୃତ୍ୟୁ ହୋଇଛି । ମୃତ ମେକାନିକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ । ଦୀପୁ ଟଙ୍କା ଧାର ନେବାକୁ ନେଇ ଗୁଳି ଫୁଟିଲା ବୋଲି ଆଲୋଚନା ହେଉଛି । ମିଳିଥିବା ସୂଚନା ଅନୁସାରେ ରେମୁଣା ଅଞ୍ଚଳର ସୁକାନ୍ତ ବେହେରାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ ଦୀପୁ ନୀଳଗିରି ମିତ୍ରପୁର ଅଞ୍ଚଳରେ ଗ୍ୟାରେଜ କାମ କରୁଥିଲେ । ଗୁଳିମାଡ ରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗ୍ୟାରେଜରେ …

Read More »

ଦୁର୍ଦ୍ଦାନ୍ତ ତଥା ଶିକ୍ଷିତା ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଙ୍କ ଆତ୍ମସମର୍ପଣ

ନବରଙ୍ଗପୁର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ଛତିଶଗଡ଼ ମେନପୁର ଡିଭିଜନର ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଓରଫ ଅମିଲା ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ଉପସ୍ଥିତିରେ ନବରଙ୍ଗପୁର ଜିଲ୍ଲା ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର କୋଣ୍ଡଗାଁ ଜିଲ୍ଲାର ହନମୁଣ୍ଡି ଗ୍ରାମର ମାନସୟା ମରେଇଙ୍କ ଝିଅ କମଲେଶ୍ୱରୀ ୨୦୧୯ରେ ସିପିଆଇ(ମାଓବାଦୀ) ସଂଗଠନରେ ଯୋଗ ଦେଇଥିଲେ। ସେ ମାଓବାଦୀ ସଂଗଠନରେ ଜଣେ ଶିକ୍ଷିତା ସଦସ୍ୟା ଥିଲେ, ଯିଏକି ମାଓବାଦୀମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ସେ ମେନପୁର ଡିଭିଜନର ଏଲଜିଏସ୍ ସଦସ୍ୟ ଥିଲେ ବୋଲି ସୂଚନା ମିଳିଛି।ତେବେ ମାଓବାଦୀଙ୍କ …

Read More »

କୋଳିଅଠା ପଞ୍ଚାୟତରେ ମିଶନଶକ୍ତି ପକ୍ଷରୁ ମହିଳା ସମାବେଶ ଓ ବିଭିନ୍ନ ପ୍ରକଳ୍ପ ଉଦଘାଟନ

  ମାହାଙ୍ଗା, ୧୧/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୋଳିଅଠା ଗ୍ରାମପଂଚାୟତ କପିଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ସମାବେଶ ସିଡିପିଓ ପ୍ରମୋଦିନି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ଆଇନି, ପାନୀୟ ଜଳ ଯୋଗାଣ, ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମ ସରକାର ସବୁବେଳେ ଗୁରୁତ୍ବଦେଇ ଆସୁଥିବା କହିଥିଲେ …

Read More »