ନୂଆପଡ଼ା, ୨୮/୦୧/୨୦୨୩ (ଓଡ଼ିଶା ସମାଚାର)- ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ …
Read More »କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନୁକମ୍ପାମୂଳକ ସହାୟତା ପାଇଁ ୭ ଦିନ ମଧ୍ୟରେ ଆକଳନ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସାମୁଦ୍ରିକ ଝଡ ଜୱ।ଦର ପ୍ରଭାଵ ଓ ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲାର ୧୪ ଗୋଟି ବ୍ଲକରେ କୃଷି ପ୍ରଭାବିତ ହେବା ସହିତ ପାଚିଲା ଧାନ କିଆରୀ ଉଜୁଡି ଯାଇଛି। ଜିଲ୍ଲାର କଟକ ସଦର,ଵାରଙ୍ଗ, ନିଆଳି, କଣ୍ଟାପଡ଼ା, ସାଲେପୁର, ନିଶ୍ଚିନ୍ତକୋଇଲି,ମାହାଙ୍ଗା, ଟାଙ୍ଗିଚୈ।ଦ୍ୱ।ର,ଆଠଗଡ, ବଡ଼ମ୍ବା, ତିଗିରିଆ, ନରସିଂହପୁର, ବାଙ୍କୀ ଓ ଡମପଡା ବ୍ଲକ୍ ଅଞ୍ଚଳରେ ବ୍ୟାପକ ଚାଷ କ୍ଷୟକ୍ଷତି ହୋଇଛି। ଏଥିରେ ବିଶେଷ କରି କଟକ ସଦର,ଟାଙ୍ଗୀଚୈ।ଦ୍ୱ।ର , କଣ୍ଟାପଡ଼ା ଆଦି ବ୍ଲକ ଅଞ୍ଚଳରେ ଅଧିକ …
Read More »