Thursday , March 30 2023
Breaking News

Recent Posts

କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରସଂସ୍ଥା ୱାର୍ଡ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

କେନ୍ଦ୍ରାପଡ଼ା, ୦୪/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୌରସଂସ୍ଥାର ୱାର୍ଡ ଗୁଡିକ ନିମନ୍ତେ ଚୂଡାନ୍ତ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହି ଅନୁଯାୟୀ କେନ୍ଦ୍ରାପଡା ପୌରସଂସ୍ଥାର ୨୧ଟି ୱାର୍ଡ ମଧ୍ୟରୁ ଗୋଟିଏ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ଗୋଟିଏ ଅନୁସୂଚିତ ଜାତି ମହିଳା, ଗୋଟିଏ ଅନୁସୂଚିତ ଜନଜାତି ମହିଳା, ୯ଟି ସାଧାରଣ ବର୍ଗ ମହିଳା ଓ ଅନ୍ୟ ୯ଟି ଅସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ଜଣାପଡିଛି । ସେହିଭଳି ପଟ୍ଟାମୁଣ୍ଡାଇ ପୌରସଂସ୍ଥାର ୨୦ଟି ୱାର୍ଡ ମଧ୍ୟରୁ …

Read More »

ରାଜ୍ୟର ବରିଷ୍ଠ ନେତୃତ୍ୱଙ୍କ ସହ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭର୍ଚ୍ଚୁଆଲ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ମୋଦିଜୀଙ୍କ ଓଡିଶା ପାଇଁ ଅବଦାନକୁ ଡୋର୍ ଟୁ ଡୋର୍ ଓ ଫୋନ୍ ଟୁ ଫୋନ୍ କ୍ୟାମ୍ପେନ ମାଧ୍ୟମରେ ପହଁଚାଇବା ଆମ ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ,୦୪/୦୨/୨୦୨୨ (ଓଡ଼ିଶା ସମାଚାର)-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ଭର୍ଚ୍ଚୁଆଲ ବୈଠକରେ ରାଜ୍ୟ ପଦାଧିକାରୀ, ସାଂସଦ ଏବଂ ସାଂସଦ ପ୍ରାର୍ଥୀ, ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଡୋର୍ ଟୁ ଡୋର୍ ଓ …

Read More »

୭ ରୁ ଖୋଲିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୦୪/୦୨/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ରେ କରୋନାର ପ୍ରକୋପ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ ହାଇସ୍କୁଲ୍, କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍ ମଧ୍ୟ ଖୋଲିବ। ଦ୍ବିତୀୟ ପର୍ୟ୍ୟାୟରେ ଆସନ୍ତା ୧୪ ତାରିଖ ଠାରୁ ପ୍ରାରମ୍ଭ/କେଜି ରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ୍ ଖୋଲାଯିବ। ସବୁ ଶିକ୍ଷାନୁଷ୍ଠାନରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯିବ।ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏସମ୍ପର୍କରେ ଘୋଷଣା କରିଛନ୍ତି। ସେ …

Read More »