Monday , October 18 2021
Breaking News

Recent Posts

ବିଜୁ ପଟ୍ଟନାୟକ ପାର୍କରେ “ଦି ରଥ’ ଉଦଘାଟିତ

ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଇ୍ଳାତର ସ୍ଥାପତ୍ୟକଳା “ଦି ରଥ’କୁ ଓଡ଼ିଶାର ଲୋକଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ପାର୍କରେ ସ୍ଥାପନ କରାଯାଇଥିବା ଏହି ଇସ୍ପାତ ସ୍ଥାପତ୍ୟକୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ସହ ମିଶି ଟାଟା ଷ୍ଟିଲ ପକ୍ଷରୁ ଉପସ୍ଥାପନ କରାଯାଇଛି । ‘ଦି ରଥ‘ ଜୀବନର ବିଚାର, ଗତି ଓ ଶକ୍ତିର ଅନୁସନ୍ଧାନ କରିବ ଏବଂ ଏହାକୁ …

Read More »

ବାଲେଶ୍ୱରରେ ପୁଣି ଟ୍ରିପଲ୍ ତଲାକ୍

ବାଲେଶ୍ୱର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ବାଲେଶ୍ୱର ଜିଲ୍ଲାର ସୋରରେ ବେଆଇନ ତିନି ତଲାକ ମାମଲା ଆସିଛିା ପଠାଣମହଲାର ରେସୋ ଖାତୁନ ନିଜ ସ୍ୱାମୀ ସହିମ ଖାଁ ସରିଅତଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ବାଲେଶ୍ୱର ଏସପି ବି ଯୁଗଳ କିଶୋର ଓ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । କାର୍ଯ୍ୟନୁଷ୍ଠାନ ପାଇଁ ସୋର ଆଇଆଇସିଙ୍କୁ ନିର୍ଦ୍ଦେଶ ହୋଇଛି । ସୂଚନା ଅନୁସାରେ ଆଗରପଡା ହରିପୁର ଗ୍ରାମର …

Read More »

“କାଳିଆ’ ଯୋଜନା ଯାଗନ ଅବଧି ୨୭କୁ ବୃଦ୍ଧି

ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ଯାଂଚ ଅବଧି ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କୃଷି ଭବନଠାରେ “କାଳିଆ’ ଯୋଜନା ସଂପର୍କରେ ସମୀକ୍ଷା କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ଏହି ଯାଂଚ ଅବଧିକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ …

Read More »