Sunday , September 26 2021
Breaking News

Recent Posts

ସହୀଦଙ୍କ ପରିବାରକୁ ଜେଏସଡବ୍ଳୁ ର ସହାୟତା

ପାରାଦ୍ୱୀପ ୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ଗତ ପେବୃଆରୀ ୧୪ତାରିଖରେ ପୁଲୱାମା ଆକ୍ରମଣରେ ସହୀଦ ହୋଇଥିବା ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରିଶିଖର ଗ୍ରାମର ସହୀଦ ପ୍ରସନ୍ନ ସାହୁଙ୍କ ପରିବାରକୁ ଜିନ୍ଦଲ ସାଉଥ ୱେଷ୍ଟ(ଜେଏସଡବ୍ଳୁ) କମ୍ପାନୀ ସହଯୋଗର ହାତ ବଢାଇଛି । ସହୀଦ ପ୍ରସନ୍ନଙ୍କ ପୁଅ ଓ ଝିଅଙ୍କ ଉଚ୍ଚଶିକ୍ଷା ନିମନ୍ତେ ସମସ୍ତ ଖର୍ଚ୍ଚ ଜେଏସଡବ୍ଳୁ ବହନ କରିବାର ପ୍ରତିଶୃତି ଦେଉଛି । ଶୁକ୍ରବାର ଦିନ ଜଗତସିଂହପୁର  ଜିଲ୍ଳାପାଳ …

Read More »

ଡିପିଆର୍ ପ୍ରସ୍ତୁତି ଅଟକିଛି ୩୩ଟି ଜଳବିଦ୍ୟୁତ୍ ପ୍ରକଳ୍ପ

୪ଟି ବେସରକାରୀ କ୍ଷୁଦ୍ର ପ୍ରକଳ୍ପର ନିର୍ମାଣ ଆଗେଇଛି ଭୁବନେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୩୩ଟି ଜଳବିଦ୍ୟୁତ୍ ପ୍ରକଳ୍ପ ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର) ପ୍ରସ୍ତୁତି, ପ୍ରାକ୍ ଆକଳନ ବିବରଣୀ ବା ପିଏଫ୍ଆର ପ୍ରସ୍ତୁତି ମଧ୍ୟରେ ଅଟକିଛି ।ଏହା ବାହାରେ ବେସରକାରୀ ଭାବରେ ୪ଟି କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । …

Read More »

ରାଜ୍ୟ ଔଷଧ ନିଗମର ୨୩ତମ ବୋର୍ଡ ବୈଠକ -୬୨୫ କୋଟିର ସାମଗ୍ରୀ କିଣିବାକୁ ନିଷ୍ପତି

ଭୁବନେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଚଳିତ ବର୍ଷ ଓଡିଶା ମେଡିକାଲ କର୍ପୋରେସନ ୬୨୫ କୋଟି ଟଙ୍କାର ସାମଗ୍ରୀ ଖରିଦ କରିବ । ଏଥିରେ ୩୦୦ କୋଟି ଟଙ୍କାର ଔଷଧ ଥିବାବେଳେ ୨୫୦ କୋଟି ଟଙ୍କାର ଡାକ୍ତରୀ ଯନ୍ତ୍ରପାତି ସହିତ ସାଜ ସରଞ୍ଜାମ ଓ ଖୁସି ଯୋଜନାରେ ୭୫ କୋଟି ଟଙ୍କାର ସାନିଟାରୀ ନାପକିନ ଖରିଦ କରାଯିବ । ନିଗମର ୨୩ତମ ବୋର୍ଡ ବୈଠକରେ ଏହି ନିଷ୍ପତିି ହୋଇଛି । …

Read More »