Monday , October 18 2021
Breaking News

Recent Posts

ଶ୍ରମିକମାନଙ୍କୁ ଦକ୍ଷତା ତାଲିମ ଦେବା ଲାଗି ବୟନ ଶିଳ୍ପ ମନ୍ତ୍ରଣାଳୟ ସହ ୧୬ ରାଜ୍ୟ ସରକାରଙ୍କ ବୁଝାମଣା

ନୂଆଦିଲ୍ଲୀ / ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର / ପିଆଇବି)-୧୬ଟି ରାଜ୍ୟର ସରକାର ବୟନ ଶିଳ୍ପ କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ଉଦ୍ଦିଷ୍ଟ ଯୋଜନା-ସମର୍ଥ (ଏସସିବିଟିଏସ)କୁ ଆଗେଇ ନେବା ଲାଗି ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ମନ୍ତ୍ରଣାଳୟ ସହ ଭାଗୀଦାରୀ ନିମନ୍ତେ ପୂର୍ବରୁ୧୮ଟି ରାଜ୍ୟ ସହମତି ବ୍ୟକ୍ତ କରିଥିଲେ । ତେବେ ଏଥିମଧ୍ୟରୁ ଜମ୍ମୁ-କଶ୍ମୀର ଏବଂ …

Read More »

ହୃଦାଘାତରେ କୃଷକ ଙ୍କ ମୃତ୍ୟୁ

ଗରଦପୁର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ନିକଟସ୍ଥ ଆଖୁଆ ଗ୍ରାମର ସୁମନ ରାଉତ (୬୦) ଙ୍କର ଆଜି ହୃଦାଘାତରେ ଦେହାନ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ ସୁମନ ଆଜି ସକାଳେ ନିଜ ବିଲରେ ଯାଇ ଧାନ ତଳି ରୋଇଥିଲେ । ମଧ୍ୟାହ୍ନରେ ଘରକୁ ଆସି ମଧ୍ୟାହ୍ନ ଭୋଜନ ପରେ ପରେ ପୁଣି ବିଲକୁ ଯାଇ ଧାନ ତଳି ରୋଉଥିଲେ । ତାଙ୍କ ପୁଅ ମଧ୍ୟ ସେଠାରେ ଧାନ ତଳି ରୋଉଥିଲେ …

Read More »

ଅଭୟ ସାର ଆଉ ନାହାନ୍ତି

ଗରଦପୁର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମାରେ ପ୍ରତିଷ୍ଠିତ ପଂଚବଟୀ ଉଚ ବାଳିକା ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଭୟ କୁମାର ପୃଷ୍ଟି ଙ୍କର ଦେହାନ୍ତ ଘଟିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇ ଯିବାରୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଜେପି ର ବରିଷ୍ଠ …

Read More »