Friday , March 31 2023

Recent Posts

ଭୋଟରଙ୍କ ମନ ଜିଣୁଛନ୍ତି ସୌଭାଗ୍ୟବତୀ 

ଗରଦପୁର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରଣାଙ୍ଗନରେ ପ୍ରଚାର ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଗରଦପୁର ବ୍ଲକ୍ ର ୧୬ ଟି ୱାର୍ଡ଼ କୁ ନେଇ ଗଠିତ  ପାଖଡ଼ ଗ୍ରାମ ପଂଚାୟତ ର ୬ ହଜାର ରୁ ଅଧିକ ଭୋଟର ରହିଥିବାବେଳେ ନିର୍ବାଚନ ମଇଦାନରେ ସରପଂଚ ପ୍ରାର୍ଥି ଭାବରେ ସୌଭାଗ୍ୟବତୀ ପରିଡ଼ା (ପିଙ୍କି) ଅବତୀର୍ଣ୍ଣ ହୋଇଛନ୍ତି । ଏହି ପଂଚାୟତରେ ସରପଂଚ ପଦବୀ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ବିଜେଡ଼ି ସମଥିତ ପ୍ରାର୍ଥି ଭାବରେ ସୌଭାଗ୍ୟବତୀ ପରିଡ଼ା …

Read More »

ଭୀମଟାଙ୍ଗିରେ ନୂତନ ମନ୍ଦିର ପ୍ରତିଷ୍ଠା

ଭୁବନେଶ୍ୱର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- ଭୀମଟାଙ୍ଗିସ୍ଥିତ ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ନୂତନ ଭୀମେଶ୍ୱର ମନ୍ଦିର ଓ ବିଶାଳ ନନ୍ଦିମୂର୍ତି ପ୍ରତିଷ୍ଠା ଆସନ୍ତା ୧୦ତାରିଖ ଅନୁଷ୍ଠିତ ହେବ । ଏହି ଅବସରରେ ଅଙ୍କୁର ରୋପଣ କରାଯିବା ସହ ମନ୍ଦିର ଅଧିବାସ ପୂଜା ଆରମ୍ଭ ହୋଇଛି । ୯ତାରିଖରେ ବିଗ୍ରହମାନଙ୍କର ନାଭି ଛେଦନ, ଚକ୍ଷୁଦାନ, ମହାସ୍ନାନ କରାଯିବ । ସେହିପରି ୧୦ତାରିଖରେ ହୋମ, ନ୍ୟାସ ନାମକରଣ, ନବ ଯୌବନ ଦର୍ଶନ ସହ ଯଜ୍ଞର ପୂର୍ଣ୍ଣାହୂତି କରାଯିବ । କରୋନା କଟକଣାରେ ପୂଜା ଓ ପ୍ରସାଦ ସେବନ …

Read More »

କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରସ୍ତୁତି ବୈଠକ

ଜୁନାଗଡ଼, ୦୮/୦୨/୨୦୨୨ (ଓଡ଼ିଶା ସମାଚାର/ ରାକେଶ ବେମାଲ ): ଜୁନାଗଡ଼ ର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ନ୍ୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ଏକ ଅନ୍ତଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଲବ ର ମୁଖ୍ୟ ଉପଦେଷ୍ଟା ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ପ୍ରସ୍ତାବ କ୍ରମେ ସଂଘର ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ଅସନ୍ତା୨୧ତାରିଖରୁ ସ୍ଥାନୀୟ ଭୈରବ ଖେଳ …

Read More »