Sunday , January 29 2023
Breaking News

Recent Posts

ନକଲି ସାମଗ୍ରୀର ହଵ୍ ପାଲଟିଛି କଟକ, ମାଲଗୋଦାମରୁ ବେଆଇନ ୪୦ କୁଇଣ୍ଟାଲ ଖେସାରି ଡାଲି ଜଵତ

କଟକ ସଦର, ୦୯/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଅପମିଶ୍ରଣ ଓ ନକଲି ସାମଗ୍ରୀ ତିଆରି କରିଵାରେ କଟକ ହଵ୍ ପାଲଟିଥିବା ଵେଳେ ଯେତେ ମାଠିଵୁ ମାଠ, ମୁଁ ସେଇ ଦରପୋଡା କାଠ ଲୋକ କଥାଟି କେଵଳ କଟକ ମାଲଗୋଦାମର ଅସାଧୁ ଓ ମୁନାଫାଖୋର ବ୍ୟବସାୟୀଙ୍କ ପ୍ରତି ପ୍ରଜୁଯ୍ୟ କହିଲେ କୈ।ଣସି ଭୂଲ ହେଵ ନାହିଁ। ଖାଉଟିମାନଙ୍କୁ ଠକି ଠକେଇ ଧନରେ କଳା ସାମ୍ରାଜ୍ୟର କାୟା ବିସ୍ତାର କରୁଥିବା ସେହି ଅସାଧୁ ବ୍ୟବସାୟୀମାନଙ୍କ ପ୍ରତିଷ୍ଠାନ ଉପରେ ଯେତେ ଚଢ଼ାଉ ହେଲେ ମଧ୍ୟ ସେମାନଙ୍କ ଚରିତ୍ରରେ …

Read More »

ପୌର ନିର୍ବାଚନ ବିଗୁଲ ବାଜିଲା,ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶହେଲା

ୱାର୍ଡ ଓ ବୁଥ୍ ସଂଖ୍ୟା ଅପରିବର୍ତିତ ରହିଲା ଭୁବନ,୦୯/୧୨/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘ ୩ ବର୍ଷର ଅପେକ୍ଷା ପରେ ସମସ୍ତ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ସରକାର ପୌର ନିର୍ବାଚନ ସକାଶେ ପ୍ରସ୍ତୁତ ହୋଇଛନ୍ତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବାକୁ ନିଷ୍ପତି ହୋଇଛି । ଏଥି ସକାଶେ ପ୍ରାରମ୍ଭିକ କାର୍ଯ୍ୟ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇ ଲୋକଙ୍କ ଅଭିଯୋଗ ଶୁଣାଣି ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ପୂର୍ବଥର ଭଳି …

Read More »

ଭୁବନ ରେ ନିରାଡମ୍ବର ଭାବେ କୁରାଳ ପଂଚମୀ ଓ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ

ଭୁବନ,୦୯/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନ.ଏ.ସି ଅନ୍ତର୍ଗତ ୫ ନମ୍ବର ୱାର୍ଡସ୍ଥିତ କୁମ୍ଭାରସାହିରେ କୋଭିଡ କଟକଣାରେ ଅତ୍ୟନ୍ତ ନିରାଡମ୍ବର ଭାବେ ଗତ ଶନିବାର ଠାରୁ କୁରାଳ ପଂଚମୀ ଓ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଅନୁଷ୍ଠିତ ହେଉଛି । ୨୦୦୪ ମସିହାରେ ନକୁଳସାହୁ,କୈଳାସ ଚନ୍ଦ୍ର ସାହୁ ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା କୁରାଳ ପଂଚମୀ ଓ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଚଳିତ ବର୍ଷ ୧୮ବର୍ଷରେ ପଦାର୍ପଣ କରିଛି । ବିଧିରକ୍ଷା ନିମନ୍ତେ ଚଳିତଥର ଫଟୋ ପୂଜା ସହିତ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି । କୁରାଳ ସମାଜ …

Read More »