Friday , February 3 2023

Recent Posts

ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଦଳର ପ୍ରତ୍ୟାବର୍ତନ

କେନ୍ଦ୍ରାପଡ଼ା, ୧୪/୧୨/୨୦୨୧(ଓଡ଼ିଶା ସମାଚାର)-ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡା ଜିଲ୍ଲାର ୪ଟି ତହସିଲ ଅନ୍ତର୍ଗତ ଗ୍ରାମ ଗୁଡିକୁ କେନ୍ଦ୍ରୀୟ ଦଳ ଗସ୍ତ କରିଥିଲେ ଓ ସୋମବାର ସକାଳ ସାଢେ ୮ଟା ସମୟରେ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରାପଡାରୁ ଯାଜପୁର ଗସ୍ତରେ ଗଲେ । ୪ଜଣିଆ କେନ୍ଦ୍ରୀୟ ଦଳରେ କେନ୍ଦ୍ର ସ୍ତରୀୟ ଦୁଇ ଅଧିକାରୀ ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ରାଷ୍ଟ୍ରୀୟ ମଧୁରଜଳ ବ୍ରୋଡ ବ୍ୟାଙ୍କର ଭାରପ୍ରାପ୍ତ ଅଧିକାରୀ ଡଃ. ମାନସ କୁମାର ସିହ୍ନା ଓ ସଡକ ପରିବହନ ମନ୍ତ୍ରଣାଳୟର ସହକାରୀ ଯନ୍ତ୍ରୀ ଇଂ ଶାଶ୍ୱତ …

Read More »

କେନ୍ଦ୍ରାପଡା କଲେଜରେ ସମ୍ପ୍ରଦାୟବାଦ ଓ ଭାରତ ବିଭାଜନ ଉପରେ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୪/୧୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ କକ୍ଷରେ “ସମ୍ପ୍ରଦାୟବାଦ ଓ ଭାରତ ବିଭାଜନ” ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏହି ସଂପାନକୁ ଉଦଘାଟନ କରିଥିଲେ । ଆଲୋଚନା ଚକ୍ରର ବିଷୟ ବିଶେଷଜ୍ଞ ଭାବରେ ଶୈଳବାଳା ମହାବିଦ୍ୟାଳୟର ପ୍ରାକ୍ତନ ଇତିହାସ ବିଭାଗ ମୁଖ୍ୟ ତଥା ଅଧୁନା ଅଡଶପୁର ୟୁନ ମହାବିଦ୍ୟାଳୟର ପ୍ରଫେସର ଏମରିଟସ ଡଃ. ଖାରବେଳ ମହାନ୍ତି ଯୋଗଦେଇଥିଲେ । ଭାରତ ବିଭାଜନ ବ୍ରିଟିଶ ଲୋକଙ୍କ କୁଟନୀତିର …

Read More »

ଗାଁ ପ୍ରବେଶ ଦ୍ୱାରରେ ବସ ପାର୍କିଂକୁ ନେଇ ଅସନ୍ତୋଷ

କେନ୍ଦ୍ରାପଡ଼ା, ୧୪/୧୨/୨୦୨୧(ଓଡ଼ିଶା ସମାଚାର)- ଗାଁ ପ୍ରବେଶ ଦ୍ୱାରରେ ବସ ପାର୍କିଂକୁ ନେଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପାଣ୍ଡିରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କେନ୍ଦ୍ରାପଡାକୁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ ଗୁଡିକ ଦୁହୁରିଆ ଛକରେ ପାଣ୍ଡିରି ଗ୍ରାମର ପ୍ରବେଶ ଦ୍ୱାରକୁ ଅବରୋଧ କରି ପାର୍କିଂ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବସ ଗୁଡିକ ଗ୍ରାମ ରାସ୍ତାକୁ ଅବରୋଧ କରି ବସରେ ଯାତ୍ରୀ ଚଢାଇବା ଏବଂ ଓହ୍ଲାଇବା ଯୋଗୁଁ ଗାଁର ଲୋକମାନେ ମୁଖ୍ୟ ରାସ୍ତାକୁ ବାହାରି ପାରୁନଥିବା ଅଭିଯୋଗ ହୋଇଛି …

Read More »