Thursday , December 1 2022
Breaking News

Recent Posts

ରଘୁନାଥପୁର ବ୍ଲକ୍ ରେ ଭତା ବଂଟନ ମେଳା ଓ ମିଶନ ଶକ୍ତି ଗୃହ ଉଦଘାଟନ

ରଘୁନାଥପୁର ,୧୧/୧୦/୨୦୨୧(ଓଡ଼ିଶା ସମାଚାର)- ମାଆ ମାନଙ୍କର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ ବୋଲି ଆଜି ରଘୁନାଥପୁର ବ୍ଲକ ନିକଟରେ ନବନିର୍ମିତ ମିଶନ ଶକ୍ତି ଗୃହକୁ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଉଦଘାଟନ କରି ଏହା କହିଥିଲେ । ବିଧାୟକ ଶ୍ରୀ ଦାସ ଆହୁରି କହିଲେ ଯେ, ମା ମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର କ୍ଷମ କରିବା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମାତ୍ର ଲକ୍ଷ୍ୟ । ବିଧାୟକ ଶ୍ରୀ ଦାସ ପ୍ରଥମେ ରଘୁନାଥପୁରରେ ପହଂଚିବା ପରେ ଉକôଳମଣି ଗୋପବନ୍ଧୁ ଦାସ, …

Read More »

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା

ଭୁବନେଶ୍ୱର,୧୧/୧୦/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘ ୪ ବର୍ଷଧରି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ନିୟମିତ କର୍ମଚାରୀଙ୍କ ଭଳି ସମାନ କାମକୁ ସମାନ ଦରମା ସହ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ସମ୍ପୂର୍ଣ୍ଣ ଉଛେଦ କରିବା ପାଇଁ ଦାବି କରିଆସୁଥିଲେ। ଏଥିପାଇଁ ସେମାନେ ବିଭିନ୍ନ ସମୟରେ ବିଭିନ୍ନ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିଆସୁଥିଲେ। ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବିକୁ ହୃଦୟଙ୍ଗମ କରି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତା ରେ ବସିଥିବା କେବିନେଟ ବୈଠକରେ ଏକ ଉତ୍ସାହପୂର୍ଣ ଘୋଷଣା କରିଥିଲେ। ଏଥିରେ ଗ୍ରୁପ ବି, ସି ଏବଂ ଡି …

Read More »

ସାରଙ୍ଗ ଷ୍ଟାଡିୟମ ହତ୍ୟା ଘଟଣାର ୧୧ବର୍ଷ ପରେ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା, ୧୧/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ସାରଙ୍ଗସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ଗତ ୨୦୧୦ମସିହାରେ ହୋଇଥିବା କୃଷ୍ଣ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ୧୧ବର୍ଷ ପରେ ଅଭିଯୁକ୍ତକୁୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାଇ ସାରଙ୍ଗର ବିଜୁ ପଟ୍ଟନାୟକ ଷ୍ଟାଡିୟମର ଜଗାରଖା ଦାୟୀତ୍ୱରେ ଥିଲେ ସାରଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ । କୃଷ୍ଣଙ୍କୁ ଗତ ୨୦୧୦ମସିହା ଅପ୍ରେଲମାସ ୧୬ତାରିଖ ରାତିରେ ସେହି ଷ୍ଟାଡିୟମ ପରିସରରେ ରହୁଥିବା ୫ଜଣ ବଙ୍ଗାଳି ଶ୍ରମିକ ହତ୍ୟା କରିଦେଇଥିବା ନେଇ କୃଷ୍ଣଙ୍କ ପତ୍ନୀ ଅପର୍ଣ୍ଣା ପ୍ରଧାନ କେନ୍ଦ୍ରାପଡା ଟାଉନ …

Read More »