Sunday , January 29 2023
Breaking News

Recent Posts

ମାହାଙ୍ଗା ଡବଲ ମଡର ଘଟଣା:କୋର୍ଟ ରେ ହଜାର ହେଲେ ମାହାଙ୍ଗା ଆଇଆଇସି

ସାଲେପୁର ୧୦/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜେଏମଏଫସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ କେଶ ଡାଏରୀ ଓ ସିଡିଆର  ଏହି ମାସ ୧୦ତାରିଖ ସକାଳ ୧୦ଟା ୩୦ ସୁଦ୍ଧା କୋର୍ଟରେ ଜମା କରିବା ସହ କାହିଁକି ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନନିଆଯିବ ତାହା ମଧ୍ୟ ୧୦ ତାରିଖ ଦିନ ଜଣାଇବା ପାଇଁ ନିର୍ଦେଶ ଦେଇଥିଲେ। ପୂର୍ବରୁ ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ୨୪/୮ ଏବଂ ୨୮/୧୧ରେ ଜେଏମଏଫସି  ପୋଲିସକୁ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର  ସଂରକ୍ଷଣ ରିପୋର୍ଟ …

Read More »

ଗୁଳିମାଡ଼ରେ ଯୁବକ ଗୁରୁତର ଆହତ

ବାଲେଶ୍ବର ୧୦/୧୨/୨୦୨୧(ଓଡ଼ିଶା ସମାଚାର)- ସଦର ଥାନା ଅନ୍ତର୍ଗତ ଝିଙ୍କିରିଆ ଗାଁରେ ଗୁଳି ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଝିଙ୍କିରିଆ ଗାଁର ପ୍ରୀତିରଞ୍ଜନ ନାୟକ (୩୫) । ପ୍ରୀତିରଞ୍ଜନର ପେଟର ଉପର ଭାଗରେ ଗୁଳି ବାଜିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଜିଲା ହସପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ବର୍ତମାନ ସୁଦ୍ଧା ଆହତଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନାହିଁ । ଖବର ପାଇ ସଦର ଥାନା ପୋଲିସ ନିଜ …

Read More »

ରାଜଧାନୀରେ କରୋନା ଭୂତାଣୁ କାୟା ବିସ୍ତାର କରୁଛି

ଭୁବନେଶ୍ୱର , ୧୦/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜଧାନୀରେ କରୋନା ଭୂତାଣୁ ସକ୍ରୀୟ ରହିଛି । ବିଧାନସଭାର ସଚୀବ ଓ ତାଙ୍କର ଡ଼୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ କ୍ୟାପିଟାଲ ହାଇସ୍କୁଲରେ ଦୁଇ ଜଣ ନବମ ଶ୍ରେଣୀ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବୁଧବାର ବିଏମସି ପକ୍ଷରୁ କରାଯାଇଥିବା କରୋନା ଟେଷ୍ଟିଂ କ୍ୟାମ୍ପରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଆକ୍ରାନ୍ତ ହେବା ପରେ ଦୁଇ ଜଣ ଛାତ୍ର ହୋମ୍ ଆଇସୋଲେସନରେ ରହିଛନ୍ତି। ସ୍କୁଲ୍କୁ ବିଶୋଧନ କରାଯିବା ସହ ସାନିଟାଇଜ୍ …

Read More »