Sunday , January 29 2023
Breaking News

Recent Posts

ପାରାଦ୍ୱୀପ ଠାରେ ନଦୀ ମହୋତ୍ସବ ଡିସେମ୍ବର ୧୫ରୁ ୨୫

ଜଗତସିଂହପୁର, ୧୦/୧୨/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ନଦୀ ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଡିସେମ୍ବର ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ନଦୀ୍ସବ ପାଳନ କରାଯିବ । ଏହି କ୍ରମରେ ଓଡିଶାର ମହାନଦୀ ନିକଟ ସମ୍ବଲପୁର,କଟକ ଓ ପାରାଦ୍ୱୀପ ଠାରେ ଏହି ନଦୀ ଉତ୍ସବ ପାଳନ କରାଯିବ । ପାରାଦ୍ୱୀପର କଳିଙ୍ଗ ବାଲିଯାତ୍ରା ପଡିଆଠାରେ ଡିସେମ୍ବର ୧୫,୧୭,୧୯,୨୧,୨୩ ଓ ୨୫ …

Read More »

ବିଧାନସଭାର ଶୀତ କାଳିନ ଅଧିବେଶନ ଶେଷ

ଭୁବନେଶ୍ୱର , ୧୦/୧୨/୨୦୨୧ (ଓଡ଼ିଶା ସମାଚାର)- ବିଧାନସଭାର ଶୀତ କାଳିନ ଅଧିବେଶନ ଶେଷ ହେଲା । ଗତ ଡ଼ିସେମ୍ବର ୧ ତାରିଖରେ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ୟ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା । ଏଥିରେ ୨୬ଟି କାର୍ୟ୍ୟ ଦିବସ ରହିଥିଲା । ତେବେ ଆଜି ୧୭ ଟି କାର୍ଯ୍ୟ ଦିବସ ପୂର୍ବରୁ ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି । ହାଉସର କୌଣସି ବିଜନେସ ନଥିବାରୁ ଏବଂ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ …

Read More »

ସରକାରୀ ପାରାଵିଲ୍ ସ୍କୁଲରେ ପୋଷାକ ଵିତରଣ ଉତ୍ସଵ

କଟକ ସଦର, ୧୦/୧୨/୨୦୨୧(ଓଡିଶା ସମାଚାର / ବିଷ୍ଣୁ ବେହେରା):କଟକ ସଦର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସରକାରୀ ପାରାଵିଲ୍ ସ୍କୁଲରେ ଶୁକ୍ରବାର ଦିନ ପୋଷାକ ଵିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପାରାଵିଲ୍ ଗ୍ରାମ କମିଟି (ସରକାରୀ ପଞ୍ଜିକୃତ) ସଭାପତି ଶିକ୍ଷାବିତ ଧରଣୀଧର ଵେହେରା, ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ଵେହେରା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ଵାଡି ପ୍ରମୁଖ ଯୋଗ ଦେଇ ୬୬ ଜଣ ଛାତ୍ର ଛାତ୍ରୀ ଙ୍କୁ …

Read More »