Thursday , March 30 2023
Breaking News

Recent Posts

ତଅଁରା ରେ ସମିତି ସଭ୍ୟା ପ୍ରାର୍ଥିନୀ ଶାନ୍ତିଲତା ଦ୍ୱିବେଦୀଙ୍କ ପ୍ରଚାର ଯୋରଦାର 

ରଘୁନାଥପୁର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥିନୀ ଶାନ୍ତିଲତା ଦ୍ୱିବେଦୀ ପ୍ରଚାର ଯୋରଦାର କରିଛନ୍ତି । ଏହି ପ୍ରଚାର ଅଭିଯାନରେ ସେ ପଂଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜର ଟୁଲ ଚିହ୍ନ ଥିବା ପୁସିଂ କାର୍ଡ଼ ବାଂଟିବା ସହିତ ଆଗାମୀ ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ଭୋଟର ମାନଙ୍କ ଠାରୁ ଆଶିର୍ବାଦ କାମନା କରୁଛନ୍ତି । ପୂର୍ବରୁ ଏହି ପଂଚାୟତରୁ ସରପଂଚ ରହିସାରିଥିବା ଶ୍ରମତୀ ଦ୍ୱିବେଦୀ ଆସନ୍ତା ନିର୍ବାଚନରେ ସମିତି …

Read More »

୫ ଟି ସ୍କୁଲ ବୁଲି ଲେ ଜିଲାପାଳ 

ଗରଦପୁର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଆଜି ଗରଦପୁର ବ୍ଲକ୍ ଗସ୍ତ ରେ ଆସିଥିଲେ । ବ୍ଲକ୍ ରେ ଥିବା ବିଭିନ୍ନ ବିଦ୍ୟାଳୟ ରେ  କାର୍ଯ୍ୟକାରୀ ହେଉଥିବା ୫ ଟି ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଜିଲାପାଳ ଶ୍ରୀ ଋତୁରାଜ , ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର ପଣ୍ଡା ଓ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ଏହି ଗସ୍ତରେ ଯାଇ ବ୍ଲକ୍ ର ମଧୁ ଶାସନ ବିଦ୍ୟାଳୟ, ନଡ଼ିଆ ବରେଇ ବିଦ୍ୟାଳୟ ଓ ନଇନ୍ଦିପୁର ବିଦ୍ୟାଳୟର ଭିତିଭୂମି …

Read More »

ପୁଲିଂ ଅଫିସରଙ୍କୁ ଦିଆଗଲା ବୁଷ୍ଟର ଡ଼ୋଜ୍ 

ଗରଦପୁର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- ଗତ ୪ ଦିନ ହେଲା ଗରଦପୁର ବ୍ଲକ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ପୁଲିଂ ଅଫିସର ମାନଙ୍କୁ ବୁଷ୍ଟର ଡ଼ୋଜ୍ କରୋନା ଟୀକା ଦିଆଯାଉଛି । ପାଟକୁରା ଉନ୍ନିତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କର୍ମଚାରୀଙ୍କ ଦ୍ୱାରା ବ୍ଲକ୍ ରେ ସ୍ୱତନ୍ତ୍ର ଭାବେ ଏହି ଟୀକାଦାନ ବ୍ୟବସ୍ଥା କରାଯାଇଛି । ଏଥିରେ ୨୦୦ ରୁ ଅଧିକ ଜଣଙ୍କୁ ବୁଷ୍ଟର ଡ଼ୋଜ୍ ଦିଆଯାଇଥିବା ଜଣାପଡ଼ିଛି । କରୋନା ପ୍ରତିଷେଧକ ଭାବରେ ପ୍ରଦାନ କରାଯାଇଥିବା …

Read More »