Thursday , December 1 2022
Breaking News

Recent Posts

ସମ୍ଭାବ୍ୟ ଲଘୁଚାପ, ଆତଙ୍କିତ ଚାଷୀ 

ପାଟକୁରା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ସମ୍ପ୍ରତି ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଅଧିକ ବର୍ଷା ଓ ପବନ ହେଲେ ଏହା ଧାନ ଫସଲକୁ ପ୍ରଭାପିତ କରିବ ବୋଲି ବହୁ ବରିଷ୍ଠ ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ପାଟକୁରା ଅଂଚଳରେ ବର୍ତମାନ ଉଚ ଓ ମଧ୍ୟମ କିଶମର କ୍ଷେତରେ କେତେକ କିଶମର ଧାନ ବାହାରିବା ଆରମ୍ଭ କରିଥିବାବେଳେ ଅନେକ କ୍ଷେତରେ ଅଧିକ ଅମଳକ୍ଷମ ଧାନ କିଶମର ଗଛରୁ  ଥୋଡ଼ ଧରୁଛି । ଧାନ ଗକ୍ତରେ ଥୋଡ଼ ଥିବା ଓ ବାହାରିବା ସମୟରେ ଯଦି ପ୍ରବଳ ବର୍ଷା …

Read More »

ମାଗଣା ଚକ୍ଷୁ ଚିକିତ୍ସା ଶିବିର 

ଗରଦପୁର, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତସ୍ଥିତ ବାସୁଦେଇପୁର  ତାରିଣୀ ମନ୍ଦିର ପ୍ରାଙ୍ଗଣରେ ପାଟକୁରା ପ୍ରଗତି ମଂଚ ଆନୁକୂଲ୍ୟରେ ତଥା ଭୂମିକା ଚକ୍ଷୁ ହସପିଟାଲ , କେନ୍ଦ୍ରାପଡ଼ା ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର  ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ମଂଚର ସଭାପତି ତଥା ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଂଚର ଉପସଭାପତି କ୍ଷୀରୋଦ ଚନ୍ଦ୍ର ନାୟକ, ସଂଯୋଜକ ଅରୁଣ କୁମାର ନାୟକ, କେଦାରନାଥ …

Read More »

ଶଯ୍ୟାଶାୟୀଙ୍କୁ ଘରେ ଦିଆଯିଵ କୋଭିଡ ଟିକା,ସିଏମସି ପକ୍ଷରୁ ନିଃଶୁଳ୍କ ନମ୍ଵର ଜାରି

କଟକ ସଦର, ୧୩/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ଯେଉଁ ମାନେ ବାର୍ଦ୍ଧକ୍ୟ ଜନିତ କିମ୍ବା ଅନ୍ୟ କୌଣସି କାରଣଵଶତଃଶ ଶଯ୍ୟାଶାୟୀ ଥିଵେ ସେମାନଙ୍କୁ ଘରେ ଯାଇ ଟିକା ପ୍ରଦାନ କରାଯିଵ । ଏଥିପାଇଁ  କଟକ ମହାନଗର ନିଗମ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଛି ଵୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁ ମାନେ ଏହି ସୁବିଧା ନେଵାକୁ ଇଛୁକ ସେମାନେ ପୂର୍ବାହ୍ନ ୧୦ଟା ରୁ ଅପରାହ୍ନ ୩ ଟା ମଧ୍ୟରେ ନିଃଶୁଳ୍କ ନମ୍ଵର ୯୭୭୭୦୬୭୨୯୭ ରେ ନାମ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ …

Read More »