Tuesday , February 7 2023
Breaking News

Recent Posts

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର , ୨୦/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରାରମ୍ଭିକ ଭାବେ ଆଦିବାସୀ ବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡିର ଜନସାଧାରଣ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇବେ। ଜିଲ୍ଲାର ରୋଗୀଙ୍କ ପାଖରେ ହେଲିକପ୍ଟରରେ ପହଞ୍ଚିବେ ଡାକ୍ତରୀ ଟିମ୍ । ଆବଶ୍ୟକ ହେଲେ ରୋଗୀଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯାଇପାରେ । ପରବର୍ତ୍ତୀ ସମୟରେ ଅନ୍ୟ …

Read More »

୪୨ମୌଜାର ବରପୁତ୍ର ସହିଦ୍ ରଘୁ ସର୍ଦ୍ଦାରଙ୍କ ତୈଳଚିତ୍ର ଉନ୍ମୋଚିତ

  କଟକ ୨୦/୧୨/୨୦୨୧ (ଓଡ଼ିଶା ସମାଚାର)- କଟକ  ସଦର ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ର ନୃସିଂହ ଆନନ୍ଦ ପୂଜ୍ୟ ପୂଜା ଭବନ ରେ ସହିଦ୍ ରଘୁ ସର୍ଦ୍ଦାର (୧୮୯୨-୧୯୪୭)ଙ୍କ ଅମ୍ଳାନ ସ୍ମୃତି ଉଦ୍ଧେଶ୍ୟରେ ଏକ ସ୍ମୃତି ଚାରଣ ସଭା ଏବଂ ତୈଳଚିତ୍ର ଉନ୍ମୋଚନ ଉତ୍ସବ ଅନୁଷ୍ଠାନର ସଭାପତି ସମାଜସେବୀ ଇ°.ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ବେହେରା ମୁଖ୍ୟ ବକ୍ତାଭାବେ ଯୋଗଦେଇଥିବା ବେଳେ ସହିଦ୍ ରଘୁ ସର୍ଦ୍ଦାରଙ୍କ ସୁପୁତ୍ର ଡାକ୍ତର …

Read More »

ଗୁଟଖା କାରଖାନାରେ ନିଆଁ ଲାଗି ୨୫ ଆହତ

ସମ୍ବଲପୁର ୨୦/୧୨/୨୦୨୧(ଓଡ଼ିଶା ସମାଚାର)- ସମ୍ବଲପୁର ପରଧିଆପାଲି ସ୍ଥିତ ଏକ ଗୁଟଖା କାରଖାନାରେ ଆଜି ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା । ୨୫ ଜଣଙ୍କୁ ଗୁରୁତର ଅବସ୍ଥାରେ କାରଖାନାରୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି । । ଉଦ୍ଧାର କରାଯାଇଥିବା ସମସ୍ତଙ୍କୁ ବୁର୍ଲା ଭିଏସଏସ ମେଡ଼ିକାଲ ରେ ଭର୍ତି କରାଯାଇଛି । ନିଆଁ ଲାଗିବାର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି …

Read More »