Thursday , December 1 2022
Breaking News

Recent Posts

ରାସ୍ତା ରୋମିଓଙ୍କୁ ଧରି ଛାଡିଦେଲା ପୋଲିସ

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-୬ଜଣ ଜଣ ରାସ୍ତା ରୋମିଓ ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟା ସମୟରେ ତିନୋଟି ବାଇକରେ ୬ଜଣ ଯୁବକ କର୍କଷ ଶବ୍ଦ କରୁଥିବା ହର୍ଣ୍ଣ ବଜାଇ ନିଶାଶକ୍ତ ଅବସ୍ଥାରେ କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡ ରାସ୍ତା ଦେଇ ଯାଉଥିଲେ ।  ସେହି ରାସ୍ତାରେ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡି ସହ ପିଟି ହୋଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିବାରେ ସେମାନେ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ସ୍ଥାନୀୟ ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ଲୋକମାନେ …

Read More »

କଳାହାଣ୍ଡିର ଜିଲା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର  ଯାତ୍ରା ସମ୍ପନ୍ନ

କଳାହାଣ୍ଡି ,୧୩/୧୦/୨୦୨୧(ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲା ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର  ଯାତ୍ରା କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଯାଇଛି । କଳାହାଣ୍ଡି ଜିଲା ର ଅଧିଷ୍ଠାତ୍ରୀ ଦେବୀ ଭାବରେ ଜଗତଜନନୀ ମାଁ ମାଣିକେଶ୍ୱରୀ ରାଜପ୍ରାସାଦ ପାଶ୍ୱର୍ରେ ପ୍ରତିଷ୍ଠିତ ମନ୍ଦିରରେ ପୂଜା ପାଇଆସୁଛନ୍ତି । କୃଷ୍ଣ ପକ୍ଷ ଅଷ୍ଟମୀ ପୂଜା ପରେ ମଧ୍ୟରାତ୍ରରେ ସନ୍ଧିପୂଜା ହୋଇ ମାଆଙ୍କର ଛତର  ଯାତ୍ରା ପର୍ବ ଆରମ୍ଭ ହୋଇଥାଏ । ଭବାନୀପାଟଣା ଉପକଣ୍ଠ ରେ ଥିବା ଜେନାଖାଲ ପାଖକୁ ମାଆଙ୍କର ଛତର ନିର୍ଦ୍ଧାରିତ ସେବକ …

Read More »

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶିବିର

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ସ୍ୱତନ୍ତ୍ର ପୂଜା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ଶିବିରର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରା ଏବଂ ମିନତୀ କାଣ୍ଡି ଏହି ସେବା ଶିବିରର ପରିଚାଳନା କରିଥିଲେ । …

Read More »