Thursday , December 1 2022
Breaking News

Recent Posts

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ନିଯୁକ୍ତ

କଟକ, ୧୪/୧୦/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତି । ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ ଆଧାରରେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ହାଇକୋର୍ଟରେ ନୂତନ ଭାବରେ ନିଯୁକ୍ତି ପାଇଥିବା ବିଚାରପତି ହେଲେ ଆଇନଜୀବୀ ମୃଗାଙ୍କ ଶେଖର ସାହୁ, ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର । ଏନେଇ ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩ଜଣ ନୂଆ ବି·ରପତି ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ …

Read More »

ମଢିଆଳ ଦୁର୍ଗା ମଣ୍ଡପରେ କୋଭିଡ ନିୟମ ଖିଲାପ ଅଭିଯୋଗ

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ମଢିଆଳ ବଜାରରେ ଥିବା ଦୁର୍ଗା ମଣ୍ଡପରେ ବୁଧବାର କୋଭିଡ ନିୟମକୁ ଖିଲାପ କରାଯାଇ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ମଣ୍ଡପରେ ତାଲା ପକାଇଦେବା ସହ ସଂପୃକ୍ତ ମଣ୍ଡପର ପୂଜକଙ୍କୁ ଥାନାକୁ ନେଇଯାଇଥିଲା । ଫଳରେ ପୂଜା ବନ୍ଦ ହୋଇଯିବାରୁ ସ୍ଥାନୀୟ ପୂଜା ମଣ୍ଡପର କର୍ମକର୍ତାଙ୍କ ସମେତ ଭକ୍ତମାନେ ଏହାର ପ୍ରତିବାଦରେ ସେହି ରାସ୍ତାରେ ରାସ୍ତାରୋକ କରିଥିଲେ । କିଛି ଘଂଟା ଥାନାରେ ଅଟକ ପରେ ପୂଜକଙ୍କୁ ପୋଲିସ ଛାଡିଦେବା ପରେ ଏବଂ ପୂଜା …

Read More »

ରାସ୍ତା ରୋମିଓଙ୍କୁ ଧରି ଛାଡିଦେଲା ପୋଲିସ

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-୬ଜଣ ଜଣ ରାସ୍ତା ରୋମିଓ ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟା ସମୟରେ ତିନୋଟି ବାଇକରେ ୬ଜଣ ଯୁବକ କର୍କଷ ଶବ୍ଦ କରୁଥିବା ହର୍ଣ୍ଣ ବଜାଇ ନିଶାଶକ୍ତ ଅବସ୍ଥାରେ କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡ ରାସ୍ତା ଦେଇ ଯାଉଥିଲେ ।  ସେହି ରାସ୍ତାରେ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡି ସହ ପିଟି ହୋଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିବାରେ ସେମାନେ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ସ୍ଥାନୀୟ ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ଲୋକମାନେ …

Read More »