Wednesday , December 8 2021

Recent Posts

ମୃତ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା

ଗରଦପୁର, ୨୫/୦୯/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବନ୍ତଳା ଗ୍ରାମର ମୃତ ଦୁଗ୍ଧ ଚାଷୀ ଗୌତମ ଦାସଙ୍କ ପରିବାରକୁ ପ୍ରଗତି ଦୁଗ୍ଧ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରକାଶଥାଉକି ବନ୍ତଳା ଗ୍ରାମର ଦୁଗ୍ଧ ଚାଷୀ ଗୌତମ ଗୋପାଳନ କରିବା ସହିତ ଦୁଗ୍ଧ ସଂଗ୍ରହ କରି ପ୍ରଗତି ଦୁଗ୍ଧ କମ୍ପାନୀକୁ ଦୁଗ୍ଧ ଯୋଗାଣ କରିଥାନ୍ତି । କିନ୍ତୁ ହୃଦ୍ ଘାତରେ ତାଙ୍କର ଆକସ୍ମିକ ମୃତୁ୍ୟ ହୋଇଥିବାରୁ …

Read More »

ଚିତ୍ରୋତ୍ପଳା ମହିଳା ଡିଗ୍ରୀ କଲେଜରେ ଓଡିଆ ବିଭାଗର ସ୍ୱାଗତ ଉତ୍ସବ

ଗରଦପୁର, ୨୫/୦୯/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର କୋରୁଆ ସ୍ଥିତ ଚିତ୍ରୋତ୍ପଳା ମହିଳା ଡିଗ୍ରୀ କଲେଜରେ ଓଡିଆ ବିଭାଗ ସମ୍ମାନ ଶ୍ରେଣୀର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ ବିମ୍ବାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ. ବସନ୍ତ ବେଦବ୍ରତ, ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଅକ୍ଷୟ କୁମାର ଜେନା ଯୋଗଦାନ କରି ଛାତ୍ରୀମାନଙ୍କୁ ଶୃଙ୍ଖଳା ଜ୍ଞାନ, …

Read More »

ମଧୁଶାସନ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

ଗରଦପୁର, ୨୫/୦୯/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ମଧୁଶାସନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ସମିତିର ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗରଦପୁର ବିଡିଓ ଧରଣୀଧର ବେହେରା, ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ହିମାଂଶୁ ଭୂଷଣ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଏମ୍.ବି.ବି.ଏସ୍ ଡାକ୍ତର, ଝାଡୁଦାର ନଥିôବାରୁ ଏହି ପଦବୀ ପୂରଣ …

Read More »