Monday , October 18 2021
Breaking News

Recent Posts

ପାରାଦ୍ୱୀପ ବନ୍ଦର ଦ୍ୱାରା ୭୩ ତମ ସ୍ୱାଧୀନତା ଦିବସ ୨୦୧୯ମହା ଆଡମ୍ବର ସହକାରେ ପାଳିତ

ପାରାଦ୍ୱୀପ ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ଦ୍ୱାରା ୭୩ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରି ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିବା ସିଆଇଏସଏଫ୍ ଜବାନ, ପାରାଦ୍ୱୀପ କଲେଜ ଛାତ୍ର ଛାତ୍ରୀ, ଓଡିଶା ମେରିଟାଇମ୍ ଏକାଡେମି ଓ ବନ୍ଦରାଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ …

Read More »

ଆଇଓସିଏଲ ଠାରେ ସ୍ୱାଧୀନତା ଦିବସ ପାଳିତ

ପାରାଦ୍ୱୀପ ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ରିଫାଇନରୀ ଠାରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇ ଅଛି । ଏହି ଦିବସରେ ଶ୍ରୀ ଟିଡିଭିଏସ୍ ଗୋପାଳକ୍ରିଷ୍ଣା, କାର୍ଯ୍ୟକାରୀ ନିର୍ଦ୍ଦେଶକ, ପାରାଦ୍ୱୀପ ରିଫାଇନରୀର କ୍ରୀଡା ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସିଆଇଏସଏଫ, ସିଆଇଏସଏଫ ଅଗ୍ନିଶମ ବିଭାଗ, ଡି ଜି ଆର ନିରାପତା ଏବଂ ଦିଲ୍ଲୀର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମିଳିତ ପ୍ୟାରେଟରେ ଅଭିବାଦନ ଜଣାଇ ଉପସ୍ଥିତ ବହୁସଂଖ୍ୟକ …

Read More »

ଇଫକୋରେ ୭୩ତମ ସ୍ୱାଧୀନତା ଦିବସ ପାଳିତ

ପାରାଦ୍ୱୀପ ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରତି ବର୍ଷ ଅଗଷ୍ଟ ୧୫ ତାରିଖ ଦେଶର ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏହି ଦିବସଟିକୁ ମହାଆଡମ୍ବର ଓ ଉତ୍ସାହ ସହକାରେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ୭୩ତମ ସ୍ୱାଧୀନତା ଦିବସ ପାରାଦ୍ୱୀପ ଇଫକୋ ଦ୍ୱାରା ମାହା ସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ପାରାଦ୍ୱୀପ ଇଫକୋ ୟୁନିଟି ମୁଖ୍ୟ କେ.ଜେ.ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ …

Read More »