Monday , January 24 2022
Breaking News

Recent Posts

ଇଗ୍ନୋ ପକ୍ଷରୁ ଅଧିଗ୍ରହଣ ଉତ୍ସବ

କୋରାପୁଟ, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ କୋଟ୍ସ ଇଗ୍ନୋ ପାଠ୍ୟକେନ୍ଦ୍ରରେ ନୂତନ ଛାତ୍ରଛାତ୍ରୀଙ୍କ ଅଧିଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଟ୍ସର ନିର୍ଦେଶକ ଡ. ଜଗବନ୍ଧୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲାପାଳ ଦେବେନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଗ୍ନୋ ପାଠ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଂକ୍ଷିପ୍ତ ସୂଚନା ଦେଇଥିଲେ । ଯେଉଁ ପାଠ୍ୟକ୍ରମ ମାଧ୍ୟମରେ ଗ୍ରାମାଂଚଳର ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଅଧ୍ୟୟନର ସୁଯୋଗ …

Read More »

ଡେରାବିଶ ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଡେରାବିଶ, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଡେରାବିଶ ବିକାଶ ପରିଷଦ ପକ୍ଷରୁ  ଡେରାବିଶସ୍ଥିତ କାର୍ଯ୍ୟାଳୟ ପରିସରରେ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦୁର୍ଯୋଧନ ସ୍ୱାଇଁଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନାଧିକାରୀ କ୍ୟାପଟେନ ଉମେଶ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ସହକାରୀ ଆରକ୍ଷୀ ଅଧିକ୍ଷକ ନିତ୍ୟାନନ୍ଦ ଦ୍ୱିବେଦୀ ଏବଂ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଜିଲା ଅବସରପ୍ରାପ୍ତ କର୍ମଚାରୀ …

Read More »

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ନନ୍ଦପୁର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ନନ୍ଦପୁର ସିନେ୍ଧଦେବୀ ମହାବିଦ୍ୟାଳୟ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଶତବାର୍ଷକୀ ଅବସରରେ ଏକତା ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ସିନେ୍ଧଦେବୀ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ବୈଜୟନ୍ତୀ ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ପଟ୍ଟନାୟକ, ଅଧ୍ୟାପକ ଉଇଲିୟମ ତୁରୁକ, ଶ୍ରୀରାମ ପାତ୍ର, ହୃଷିକେଶ ପୃଷ୍ଠି, କାର୍ତିକ ପଟ୍ଟନାୟକ, ସରୋଜ ପାତ୍ର, ନରେଶ ମହାନ୍ତି, …

Read More »