Monday , January 24 2022
Breaking News

Recent Posts

ଇନ୍ଦୁପୁର କଲେଜରେ ‘ଆମ ଗାଁ ଆମ ସାହିତ୍ୟ ସଭା’

କେନ୍ଦ୍ରାପଡା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ “ଆମ ଗାଁ ଆମ ସାହିତ୍ୟ” କାର୍ଯ୍ୟକ୍ରମକୁ ନେଇ ଏକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଇନ୍ଦୁପୁର ବିରୂପା ମହାବିଦ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ସଭ୍ୟ ଡଃ ବାସୁଦେବ ଦାସ ସଭାପତିତ୍ୱ କରି କହିଥିଲେ ଯେ ଓଡିଶା ସାହିତ୍ୟ ଏକାଡେମୀର ଆଭିମୁଖ୍ୟ ହେଉଛି ସାହିତ୍ୟକୁ ଗ୍ରାମାଭିମୁଖୀ କରିବା ଓ ଗାଁରେଥିବା ସାହିତ୍ୟିକଙ୍କୁ …

Read More »

ସଂକୀର୍ତନ ମହାମଣ୍ଡଳର ମହୋଦଧି ଆଳତି

ଏରସମା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ନାମଯଜ୍ଞ ସଂସ୍କାର ସମିତି ସଂକୀର୍ତନ ମହାମଣ୍ଡଳର ଜନ୍ମୋତ୍ସବ ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହୋଦଧି ଯାତ୍ରା ଅନୁଷ୍ଠିତ ହୋଇଛି । ମହାମଣ୍ଡଳର ସ୍ଥାୟୀ କାର୍ଯ୍ୟାଳୟ କୁଳିଆଗାଁ ସ୍ଥିତ ଗୌରବିହାର ପରିସରରୁ ସଂକୀର୍ତନ ଦଳ ଶୋଭାଯାତ୍ରାରେ ଯାଇ ଏରସମା ବ୍ଲକ ପଦ୍ମପୁର ପଂଚାୟତର ସରବନ୍ତ ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିରରେ ଠାକୁରଙ୍କ ପୂଜାର୍ଚ୍ଚନା କରିବା ସହିତ ପରେ ସଂକୀର୍ତନ ପ୍ରେମୀ ସେଠାରୁ ମହାମନ୍ତ୍ର ନାମ ପରିବେଷଣ କରି …

Read More »

ସାପ ନେଲା ନାବାଳକର ଜୀବନ

ମାଲକାନଗିରି, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ପଂଚାୟତର ଦୁର୍ଗମ ତୁମଗୁଡା ଗ୍ରାମରେ ଏକ ବିଷଧର ସାପ କମୁଡାରେ ଜଣେ ୪ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ପୋଟେରୁ ଫାଣ୍ଡି ପୁଲିସ ନାବାଳକର ମୃତଦେହକୁ ଜବତ କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତୁମଗୁଡା ଗ୍ରାମର ପାଣ୍ଡୁ ମାଡକାମି ତାଙ୍କ ସ୍ତ୍ରୀ ଉରେ ଏବଂ ୨ …

Read More »