Tuesday , August 3 2021
Breaking News

Recent Posts

ମାରୱାଡି ଯୁବ ମଂଚ ଓ କମିଶନରେଟ ପୁଲିସର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ରେ ୯୨ ୟୁନିଟ ରକ୍ତ ସଂଗ୍ରହ

କଟକ, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- କଟକ ତେରାପନ୍ଥ ଭବନଠାରେ ମାରୱାଡି ଯୁବ ମଂଚ ଓ କମିଶନରେଟ ପୁଲିସର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ୯୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଜୋନ ୧ ଏସିପି ମାନସ ଗଡ଼ନାୟକ, ଜୋନ ୬ ଏସିପି ଶୁଭନାରାୟଣ ମୁଦୁଲି, ହେଡକ୍ୱାର୍ଟର୍ସ ଏସିପି ଲଳିତେନ୍ଦୁ ମହାନ୍ତି ଏବଂ ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ପ୍ରମୁଖ ଶିବିରରେ ଉପସ୍ଥିତ …

Read More »

ବିଜେପିର ‘ସଦସ୍ୟତା ସଂଗ୍ରହ ଅଭିଯାନ’ ବୈଠକ

               ସଦସ୍ୟତା ଅଭିଯାନ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)-ବିଜେପିର ସଦସ୍ୟତା ଅଭିଯାନକୁ ସଠିକ୍ ଭାବରେ କ୍ରିୟାନ୍ୱିତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ ଏବଂ ସର୍ବସ୍ଥାନ ବ୍ୟାପୀ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା …

Read More »

ଶୋକ ଖବର : ହୃଦାଘାତରେ ଡ଼ାକ୍ତର ବାସୁଦେବ ସାହୁଙ୍କ ପରଲୋକ

ପାଟକୁରା, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଗତକାଲି ରବିବାର ସନ୍ଧ୍ୟା ପ୍ରାୟ ୭ ଟା ବେଳେ ହୃଦାଘାତରେ ଡ଼ାକ୍ତର ବାସୁଦେବ ସାହୁଙ୍କ ପରଲୋକ ଘଟିଛି । ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ନରଡ଼ା ଗ୍ରାମର ଡ଼ାକ୍ତର ସ୍ୱର୍ଗତ ସାହୁ ମଧୁ ଶାସନ ଡ଼ାକ୍ତରଖାନା, ପାଟକୁରା ଡ଼ାକ୍ତରଖାନା ଆଦିରେ କଣ୍ଟ୍ରାକଚୁଆଲ ଡ଼ାକ୍ତର ଭାବେ ଅନେକ ଦିନ କାର୍ଯ୍ୟ କରିଥିଲେ । କଣ୍ଟ୍ରାକଚୁଆଲ ଡ଼ାକ୍ତର ଭାବେ ସରକାରୀ ଡ଼ାକ୍ତରଖାନାରେ କାର୍ଯ୍ୟ କରିବା ପୂର୍ବରୁ ଓ ପରେ …

Read More »