ରାଉରକେଲା,୦୪/୦୨/୨୦୨୩ (ଓଡ଼ିଶା ସମାଚାର)- ରାଉରକେଲା ରେ ଘଟିଛି ଡ଼ବଲ ମର୍ଡ଼ର । ସାରନଗରୀ କନଷ୍ଟ୍ରକ୍ସନ କଲୋନିର ଏକ ପରିତ୍ୟକ୍ତ ଘରେ …
Read More »ସାଂସଦ ଭର୍ତୃହରି ମହତାଵ ଅସୁସ୍ଥ, ଲୋହିଆ ହସ୍ପିଟାଲରେ ଭର୍ତ୍ତି,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
କଟକ ସଦର, ୨୧/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଵିଜେଡିର ବରିଷ୍ଠ ନେତା ତଥା କଟକ ଲୋକସଭା ସାଂସଦ ଭର୍ତୃହରି ମହତାଵ ହୃଦଜନୀତ ରୋଗରେ ପୀଡିତ ହୋଇ ଦିଲ୍ଲୀ ସ୍ଥିତ ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।ଗତ କିଛି ଦିନ ତଳେ ଭର୍ତୃହରିଙ୍କ ହୃଦଜନୀତ ସମସ୍ୟା ଦେଖାଦେଇଥିଲା।ଏଥିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଵିଗିଡିଵାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଷ୍ଟେଣ୍ଟ ଲଗାଯାଇଥିବା ଜଣାଯାଇଛି। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଖଵର ପାଇ ଟୁଇଟ ଯୋଗେ ଭର୍ତୃହରିଙ୍କ …
Read More »