Monday , January 24 2022
Breaking News

Recent Posts

ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଂସଦଙ୍କର ଦୁରବ୍ୟବହାର  ପ୍ରତିବାଦରେ ସାଲେପୁର ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ନିନ୍ଦା

ସାଲେପୁର ୦୮/୧୧/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାର ଗଣମାଧ୍ୟମ ପ୍ରତିନିଧି ମନୋଜ ସ୍ୱାଇଁଙ୍କୁ ସର୍ବସମକ୍ଷରେ ଦୁରବ୍ୟବହାର କରିବା ଘଟଣା ଯୋଗୁ ସାରା ଓଡ଼ିଶାରେ ସାମ୍ବାଦିକମାନଙ୍କ ପକ୍ଷରୁ ଘଟଣାର ତିବ୍ର ନିନ୍ଦା କରାଯାଇଛି । ଆଜି ସାଲେପୁର ଠାରେ ବୈଦୂତିକ ଓ ପି୍ରନ୍ଟ ମିଡ଼ିଆର ଗଣମାଧ୍ୟମ ପ୍ରତିନିଧିମାନେ ଏକତ୍ରୀତ ହୋଇ ଏହି ଘଟଣାର ପ୍ରତିବାଦ  କରିବା ସହିତ ସାଂସଦ ମହାନ୍ତିଙ୍କର ଓ୍ୟ÷ଧତ୍ୟପୂର୍ଣ୍ଣ ଆଚରଣକୁ ଦୃଢ଼ନିନ୍ଦା …

Read More »

ଚାଷୀ ସମ୍ମିଳନୀରେ କମ୍ପିଲା ବରମୁଣ୍ଡା ପଡ଼ିଆ – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ମହାସଂଗ୍ରାମ ଆରମ୍ଭ ହେବ

ଭୁବନେଶ୍ୱର,୦୭/୧୧/୨୦୧୯(ଓଡ଼ିଶା ସମାଚାର)- ନବ ନିର୍ମାଣ କୃଷକ ସଂଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ଆଜି କମ୍ପି ଉଠିଥିଲା ବରମୁଣ୍ଡା ପଡ଼ିଆ । ଦେଶର ବିଭିନ୍ନ ରାଜ୍ୟରୁ ଓ ତମାମ ରାଜ୍ୟରୁ ପାଖାପାଖି ୫୦ରୁ ୬୦ ହଜାର ଚାଷୀ ରାଷ୍ଟ୍ରୀୟ ସମ୍ମିଳନୀର ଖୋଲା ଅଧିବେଶନରେ ଭାଗ ନେଇଥିଲେ । ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉର ପ୍ରଦେଶ, ହରିୟାଣା, କଲିକତା ଓ ଅନ୍ୟାନ୍ୟ ପ୍ରଦେଶରୁ ଆସିଥିବା …

Read More »

ଗୋବରୀ ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ମହାକାଳପଡା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)-ମହାକାଳପଡ଼ା ବ୍ଲକ ଅଳାଇଲୋ ଗ୍ରାମ ନିକଟ ଗୋବରୀ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତ ଯୁବତୀଙ୍କୁ ଚିହ୍ନଟ କରାଯାଇଛି । ସେ କେନ୍ଦ୍ରାପଡ଼ା ବ୍ଲକ ଆୟୋବା ପଂଚାୟତ ନରଣପୁର ଗ୍ରାମର ଅଲେଖ ସେଠୀଙ୍କ ଝିଅ ଚାରୁଲେଖା ସେଠୀ(୨୪) ବୋଲି ଜଣାପଡ଼ିଛି । ତାଙ୍କ ନିକଟ ସମ୍ପର୍କିୟ ଭାଇଙ୍କ କହିବା କଥା ଗତକାଲି ଭୋର ୪ଟା୩୦ରେ ଭଉଣୀ ଶୌଚ ହୋଇ ଗୋବରୀ ନଦୀକୁ ଗୋଡ଼ …

Read More »