Sunday , May 22 2022
Breaking News

Recent Posts

ବସକୁ ପଛ ଆଡ଼ୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର

ବାଲିଗୁଡା,୨୩/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ବାଲିଗୁଡ଼ା ଥାନା ମହାସିଙ୍ଗି ଗ୍ରାମ ଗୁମାପଦର ଛକରେ ଗୋଟିଏ ବସକୁ  ବାଇକ ପଛଆଡ଼ୁ ଧକ୍କା ଦେବା ଫଳରେ  ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ମଙ୍ଗଳ ବାର ରାତି ପ୍ରାୟ ୮ଟା ସମୟରେ କାମଧେନୁ ନାମକ ଏକ ଘରୋଇ ବସ ବ୍ରହ୍ମପୁରରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏଭଳି ଘଟଣା ହୋଇଥିବା ଜଣାପଡ଼ିଛି  । ବାଇକ ଚାଳକଙ୍କୁ …

Read More »

ପାରାଦୀପ ମହାବିଦ୍ୟାଳୟର “ମୋ କଲେଜ” କମିଟି ଗଠନ ପାଇଁ ପଦକ୍ଷେପ

ପାରାଦୀପ,୨୩/୦୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପୂରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନଗୋ ସଭାପତିତ୍ୱ କରିଥିଲେ । ଲେପ୍ଟ୍ନାନ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର, ଅଧ୍ୟାପକ, ଇତିହାସ ବିଭାଗ ସଭାର ସଂଯୋଜନା କରିଥିଲେ । ଏଥିରେ ମହାବିଦ୍ୟାଳୟର ପୂରାତନ ଛାତ୍ରଛତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ …

Read More »

‘ସୁରକ୍ଷା’ ସଂଗଠନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

ପାରାଦୀପ,୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ପ୍ରତ୍ୟେକ ବର୍ଷ ପରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’ର ପାରାଦୀପ ଶାଖା ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏ ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସହମତି କ୍ରମେ ଏଥର ସଡ଼କ ସୁରକ୍ଷା ସପ୍ତାହକୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବେ ଘୋଷଣା କରାଯାଇଛି । ସେଥିପାଇଁ ସଂଗଠନ ପକ୍ଷରୁ ମାସେ ଧରି ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଚାଲିବ ବୋଲି କୁହାଯାଇଛି …

Read More »